କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

କାନରେ ବିଭିର୍ଣ୍ଣ ପ୍ରକାର ସମସ୍ୟା ଦେଖା ଦେଇଥାଏ, ଯେମିତି କାନ ଦରଜ ହେବା, କୁଣ୍ଡେଇ ହେବା ଆଦି ସମସ୍ୟା ଦେଖା ଦେଲେ ତାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାନରେ ବି ହେଇପାରେ କ୍ୟାନସର,

ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

  • କାନରୁ ପାଣି ଓ ରକ୍ତ ବାହାରିବାର ଦେଖାଦେବା କ୍ୟାନସରର ଏକ ପ୍ରକାର ଲକ୍ଷଣ ହେଇପାରେ ।
  • ଇୟରଡ୍ରମ ନିଷ୍କ୍ରିୟ ହେଇଗଲେ, ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ ।
  • କାନରେ ପାର୍ଶ୍ଵପ୍ରତିକ୍ରିୟା ଦେଖାଦେବା
  • କମ ଶୁଣାଯିବା
  • ବହୁ ସମୟ ଧରି କାନ କୁଣ୍ଡାଇ ହେବା
  • ମୁହଁ ଖୋଲିବା ବେଳେ କାନରେ ଦରଜ ହେବା ଆଦି କାନରେ କ୍ୟାନସର ହେବାର ପ୍ରାଥମିକ ଲକ୍ଷଣ ହେଇପାରେ । ଏଣୁ ଏସବୁ ଲକ୍ଷଣକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପ୍ରାଥମିକ ଚିକିଶ୍ଚାରୁ ଜଣେ ସୁସ୍ଥ ହେଇପାରିବ ।

ପଢନ୍ତୁ, ବାଣଫୁଟା ଉପରେ ରୋକ, ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜରିମାନା

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ