ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ ଉପରେ ଗୁରୁତ୍ଵ ଦିଅନ୍ତୁ ।

  • ପ୍ରତିଦିନ ଠିକ ସମୟରେ ଭୋଜନ କରନ୍ତୁ ।
  • ଆବଶ୍ୟକ ଅନୁଯାଇ ଖାନ୍ତୁ ।
  • ଭୋଜନ କରିବାର କିଛି ସମୟ ପୂର୍ବରୁ ଚା’ କିମ୍ବା କଫି ପିଅନ୍ତୁ ନାହିଂ । କାରଣ ଏହାଦ୍ବାରା ଭୋକ ମରିଯାଇଥାଏ ।
  • ଗରମ ଭୋଜନ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।
  • ଭୋକ ହେଲେ ଭୋଜନ କରନ୍ତୁ ।
  • ଯାହା ଖାଦ୍ୟ ବଢାଯାଇଛି କିଛି ନବାଛି ଖାଇବା ଶେଷ କରନ୍ତୁ ଓ ଆନନ୍ଦ ମନରେ ଭୋଜନ କରନ୍ତୁ ।
  • ହଜମ ହେଇନଥିଲେ କିମ୍ବା ଶରୀର ଅସୁସ୍ଥ ଥିଲେ ହାଲକା ଖାଦ୍ୟ ଖାନ୍ତୁ ।
  • ସକାଳେ ପେଟ ପୁରିଲା ଭଳି ଖାନ୍ତୁ ଓ ବେସି ତୈଳ ଯୁକ୍ତ ଖାଦ୍ୟ ସକାଳ ଜଳଖିଆରେ ମିଶାନ୍ତୁନୀ, ହାଲ୍କା ଖାଦ୍ୟ ସକାଳ ପାଇଁ ଭଲ ।
  • ମୁଖ୍ୟ ଖାଦ୍ୟ ପରେ ଛ ସାତ ଘନତାର ବ୍ଯବଧାନ ରଖନ୍ତୁ । କିନ୍ତୁ ମଝିରେ ମଝିରେ ହାଲକା ଖାଦ୍ୟ ଖାନ୍ତୁ । ଏତେ ସମୟ ପୁରା ପେଟ ଖାଲି ରହିଲେ ବ ଖରାପ ।
  • ଗ୍ୟାସ ସମସ୍ୟା ଥିଲେ ବିରି ଡାଲି କିମ୍ବା ଚନା ଡାଲି ଆଦି ଖାଦ୍ୟରେ ସାମିଲ କରନ୍ତୁନି ।

ବିଜେପିରେ ଆଜି ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ