ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲ ରେଜଲ୍ଟ ସଂକ୍ଷେପରେ

P

ଶେଷ ହୋଇଛି ୭ଟି ଯାକ ପର୍ଯ୍ୟାୟର ନିର୍ବାଚନ। ଏବେ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ଦେଶର ସବୁ ରାଜନେତାଙ୍କ ଭାଗ୍ୟ। ଆସନ୍ତା ୨୩ ତାରିଖରେ ଇଭିଏମ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ। ତେବେ ନିଷ୍ପତ୍ତି ଆସନ୍ତା ୨୩ ତାରିଖରେ ସାମ୍ନାକୁ ଆସିବ। ହେଲେ ଏହା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥ-ବାହୁଡ଼ା ଫଳାଫଳ ବା ‘ଏକଜିଟ୍‌ ପୋଲ୍‌’ ରେଜଲ୍ଟ ପ୍ରକାଶ ପାଇବାରେ ଲାଗିଛି। ସେଗୁଡିକ ନିମ୍ନରେ ପ୍ରକାଶ କରାଗଲା।

ଲୋକସଭା ନିର୍ବାଚନ(ଏକଜିଟ୍‌ ପୋଲ୍‌)

ନ୍ୟୁଜ-୧୮: ଏନ୍‌ଡିଏ-୩୩୬, ୟୁପିଏ-୮୨, ଅନ୍ୟାନ୍ୟ-୧୨୪

ଇଣ୍ଡିଆ ଟୁଡେ: ଏନ୍‌ଡିଏ-୩୩୯ରୁ ୩୬୫, ୟୁପିଏ-୭୭-୧୦୮, ଅନ୍ୟାନ୍ୟ-୬୯-୯୫

ଏବିପି-ଏନ୍‌ଡିଏ-୨୭୭, ୟୁପିଏ-୧୩୦, ଅନ୍ୟାନ୍ୟ-୧୩୫

ଟାଇମ୍ସ ନାଓ-ଭିଏମଆର-ଏନ୍‌ଡିଏ-୩୦୬, ୟୁପିଏ-୧୩୨,ମହାଗଠବନ୍ଧନ-୨୦, ଅନ୍ୟାନ୍ୟ-୦୦

ରିପବ୍ଲିକ-ସିଭୋଟର୍‌-ଏନ୍‌ଡିଏ-୨୮୭, ୟୁପିଏ-୧୨୮, ମହାଗଠବନ୍ଧନ-୪୦, ଅନ୍ୟାନ୍ୟ-୦୦

ପୋଲ ଅଫ ପୋଲ-ଏନ୍‌ଡିଏ-୩୧୭, ୟୁପିଏ-୧୧୦, ଅନ୍ୟାନ୍ୟ ୧୧୫

ନ୍ୟୁଜ୍‌-ଏକ୍ସ-ଏନ୍‌ଡିଏ-୨୪୨, ୟୁପିଏ-୧୬୪ ଓ ଅନ୍ୟାନ୍ୟ-୧୩୬

ନ୍ୟୁଜ୍‌ ନେସନ୍‌-ଏନ୍‌ଡିଏ-୨୮୬, ୟୁପିଏ-୧୨୨ ଓ ଅନ୍ୟାନ୍ୟ-୧୩୪
ଟୁଡେସ୍‌ ଚାଣକ୍ୟ-ଏନ୍‌ଡିଏ-୩୫୦(ବିଜେପି-୩୦୦), ୟୁପିଏ-୯୫(କଂଗ୍ରେସ-୯୦) ଓ ଅନ୍ୟାନ୍ୟ-୯୭

 

ଓଡ଼ିଶା(ଲୋକସଭା)

ଇଣ୍ଡିଆ ଟୁଡେ: ବିଜେପି-୧୫ରୁ ୧୯, ବିଜେଡି-୨ରୁ୬ ଓ କଂଗ୍ରେସ-୦ରୁ୧

ଟାଇମ୍ସ ନାଓ-ଭିଏମଆର: ବିଜେଡି: ୮, ବିଜେପି: ୧୨, କଂଗ୍ରେସ: ୧

ଏବିପି: ବିଜେଡି-୧୨, ବିଜେପି-୯ ଓ କଂଗ୍ରେସ-୦୦

ସି-ଭୋଟର୍‌: ବିଜେଡି-୧୧, ବିଜେପି-୧୦,କଂଗ୍ରେସ-୦

ଜନ୍‌ କୀ ବାତ୍‌: ବିଜେଡି-୮, ବିଜେପି-୧୨,କଂଗ୍ରେସ-୦

ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ-ବିଜେପି-୬, ବିଜେଡି-୧୫ ଓ ଅନ୍ୟାନ୍ୟ-୦

ଏନ୍‌ଡି ଟିଭି: ବିଜେପି-୧୦, ବିଜେଡି-୧୦ ଓ କଂଗ୍ରେସ-୦୦

ଟୁଡେସ୍‌ ଚାଣକ୍ୟ: ବିଜେପି ୧୪, ବିଜେଡି-୭, କଂଗ୍ରେସ-୦୦

ପଢନ୍ତୁ: ଦାମୋଦର ରାଉତଙ୍କ ଭବିଷ୍ୟବାଣୀ: ଏଥର ଓଡିଶାରେ ହେବ ଝୁଲା ବିଧାନସଭା

Related posts

ଦେଶ ଚନ୍ଦ୍ରବାବୁଙ୍କ ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ ରେଡ୍ଡି

ରାଜ୍ୟସଭା ଉପନିର୍ବାଚନ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

ସବୁଦିନ ପାଇଁ ଭାଙ୍ଗିଲା ସପା-ବସପା ମେଣ୍ଟ