ଆପଣ ଜାଣିଛନ୍ତି କି ? ଉପବାସ କରିବା ଦ୍ଵାରା ବଢିଥାଏ ବୟସ ! ଜାଣନ୍ତୁ ଉପବାସ ଦ୍ଵାରା ମିଳୁଥିବା ଉପକାରିତା ବିଷୟରେ

ହିନ୍ଦୁ ଧର୍ମରେ ତୀର୍ଥ , ସେବା , ଦାନ , ଯଜ୍ଞ , ସଂସ୍କାର , ବେଦ ପାଠ ଓ ଉପବାସ ସମେତ ୧୦  ଗୋଟି ଉପକାରିତା ହେଇଥାଏ ।  ଉପବାସ ହେଉଛି ଏହି ସବୁ କାର୍ଯ୍ୟ ମଧ୍ୟରେ ମୁଖ୍ୟ । କେହି ସନ୍ତାନ ପ୍ରତି ପାଁଇ ଉପବାସ କରିଥାନ୍ତି ତ କିଛି ନିଜର ଭଲ ଜୀବନସାଥୀ ପାଇବା ପାଁଇ , କିନ୍ତୁ ସବୁ କଥା ମଧ୍ୟ ସତରେ ପ୍ରତିଫଳିତ ହେଇଥାଏ।

ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଉପବାସ କରିବା ଦ୍ୱାରା ଅନେକ ଉପକାର ହେଇଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ –

  • ଉପବାସ ରଖିବା ଦ୍ୱାରା ମନର ଦୁଶ୍ଚିନ୍ତା ଦୂର ହେଇଥାଏ ।
  • ଉପବାସ ରହିଲେ ମସ୍ତିଷ୍କ ସୁସ୍ଥ ରହିଥାଏ ।
  • ଉପବାସ ରଖିବା ଦ୍ୱାରା ଶରୀରର ପାଚନ କ୍ରୀୟା ସୁଧାରିଥାଏ ।  ଉପବାସ ରହିବା ପାଁଇ ଆପଣ ଯେବେ ଚାହିଁବେ ସେବେ ରଖିପାରିବେ । ଏହା  କ୍ୟାନସର  ରୋଗୀଙ୍କ ପାଁଇ ଉପକାରୀ ଅଟେ ।
    ୟୂନିବାରସିଟି ଅଫ ସାଉଥ କ୍ୟାଲିଫର୍ନିଆର ବିଶେଷଜ୍ଞଙ୍କ କହିବା  ଅନୁଯାୟୀ ଉପବାସ ରଖିବା ଦ୍ୱାରା ଶରୀରର କ୍ୟାନସର ରୋଗରୁ ଅନେକ ଲାଭ ମିଳିଥାଏ।
  • ଏକ ରିସର୍ଚ୍ଚଙ୍କ କହିବା  ଅନୁସାରେ ଦେଖାଯାଇଛି କି ଉପାସ ରଖିବା ଦ୍ୱାରା ଦେହର ରୋଗ ପ୍ରତିଷେଧକ କ୍ଷମତା ବଢିଥାଏ।
  • ଆପଣ ଉପବାସ ରଖିବା ଦ୍ଵାରା ଶରୀରରେ ଥିବା ଫ୍ୟାଟ ମଧ୍ୟ କମିଥାଏ।

ପଢନ୍ତୁ ;

ତ୍ୱଚାରେ ଚମକ ଆଣିବାପାଇଁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ