ଫ୍ରାଇଡେରେ ପରଦାକୁ ଆସିଲା ‘ଶକ୍ତି- ଦ ଲାୟନ ହାର୍ଟ’

ଆଜି ଶୁଭମୁକ୍ତି: ଓଡ଼ିଆ ସିନେମା ‘ଶକ୍ତି’

ଓଡିଆ ଚଳଚ୍ଚିତ୍ର ‘ଶକ୍ତି- ଦ ଲାୟନ ହାର୍ଟ’ ଆଜି ପରଦାକୁ ଆସିଛି । ସ୍ନେହଲତା ଫିଲ୍ମ କ୍ରାଫ୍ଟସର ଏହା ପ୍ରଥମ ଅବଦାନ । ରୋନକ ସାହୁ ଏବଂ ମିନତି ସାହୁଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ନିର୍ଦ୍ଦେଶକ ଅଛନ୍ତି ସୁଧାକର ବସନ୍ତ । ଆକ୍ସନ ଓ ରୋମାନ୍ସରେ ଭରପୁର ଏହି ଫିଲ୍ମରେ ନବାଗତ କରଣ ସହିତ ସୂର୍ୟ୍ୟମୟୀ ନଜର ଆସିଛନ୍ତି ।

ଏହି ରୋମାଣ୍ଟିକ ଆକସନ୍‌ ମୁଭିରେ ନବାଗତ କରଣ, ସୂରମୟୀ, ମିହିର ଦାସ, ଉତ୍ତମ ମହାନ୍ତି ,ଅପରାଜିତା ଓ ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି ।କରଣ ଏହି ଫିଲ୍ମରେ କମାଲ କରିଥିବା ବେଳେ କଟକ, ଭୁବନେଶ୍ୱର, ବିଶାଖାପାଟଣା ଓ ଗୋଆରେ ଏହି ଫିଲ୍ମର ସୁଟିଂ କରାଯାଇଛି ।

ଏହି ସିନେମାର  ସଂଳାପ ଲେଖିଛନ୍ତ ରଣଜିତ ପଟ୍ଟନାୟକ । ଅଭିଜିତ୍‌ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।ଏହି ସିନେମାରୁ ନବାଗତ କରଣ କ୍ୟାରିଅର୍‌ ଆରମ୍ଭ କରୁଛନ୍ତି । ଏହି ସିନେମାର ଜବରଦସ୍ତ କ୍ରେଜ୍‌ ରହିଛି ।

ପଢନ୍ତୁ ;

ନିଷ୍ଠୁର ହେଲା ମା : ନିଆଁରେ ପୋଡ଼ି ହୋଇଯାଇଥିବା ୭ ମାସର ଝିଅ ଶେଷରେ ଆଖି ବୁଜିଲା

Related posts

‘100% LOVE’ର ଶୁଭ ମୁହୁରତ

ବରୁଣ,ଅନୁଷ୍କା ହେଲେ ସ୍କିଲ୍‌ ଇଣ୍ଡିଆ ବ୍ରାଣ୍ଡ ଆମ୍ବାସାଡର

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ