ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ ଗ୍ରୀନମଟର ;ଆସନ୍ତୁ ଜାଣିବା, ଏଥିରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ

ଦୈନନ୍ଦିନ ଜୀବନରେ ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଆମେ  ଖାଇଥାଉ । ତେବେ ଯଦି ଆମେ ଗ୍ରୀନମଟରକୁ ଥଣ୍ଡା ଦିନେ ଖାଇବା ଏହା ବହୁତ ଭଲ । ଏହି ସବୁଜ ମଟରକୁ ପଲାଉ, ପୋହା ଭଳି ଅନେକ ଖାଦ୍ୟରେ ବ୍ୟବହାର କରାଯାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଗ୍ରୀନମଟରରେ କ୍ୟାଲୋରୀ, କାର୍ବୋହାଇଡ୍ରେଟସ, ପ୍ରୋଟିନ, ଫାଇବର, ଭିଟାମିନ ଭଳି ପୋଷଣ ତତ୍ୱ ରହିଛି । ଯାହା ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ । ତେବେ ଆସନ୍ତୁ ଜାଣିବା, ମଟରରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ;
-ଗ୍ରୀନମଟର ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଏହା ସହ ମସ୍ତିଷ୍କରେ ରହିଥିବା ଛୋଟ ଛୋଟ ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ ।

-ଶରୀରର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ସହ ମଟାପଣକୁ ମଧ୍ୟ ଦୂର କରିବାରେ ସହାୟତା ହୋଇଥାଏ  ଗ୍ରୀନମଟର । ଏହି ମଟର ଶରୀରର ଟ୍ରାଇଗ୍ଲିସରାଇଡର ସ୍ତରକୁ ନିୟନ୍ତ୍ରଣ ରଖିବା ସହ ବ୍ଲଡର କୋଲେଷ୍ଟ୍ରଲକୁ ମଧ୍ୟ ସନ୍ତୁଳିନ ରଖିଥାଏ ।

-ଏଟିଂ-ଇନଫ୍ଲେମେଟୁର ଓ ଅକ୍ସଡେଂଟ ଭରପୂର ମାତ୍ରାରେ ଉପଲବ୍ଧ ସବୁଜ ମଟରରେ । ଏହି ଦୁଇଟିତ୍ତତତ୍ୱ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସହାଯ୍ୟ କରିଥାଏ । ଯାହା ଫଳରେ ହୃଦ ଜନିତ ସମସ୍ୟାକୁ ଦୂର କରିବପାରେ ସହାୟତା ହୋଇଥାଏ  ।

-ମଟରରେ ପ୍ରୋଟିନ ଭରପୂର ମାତ୍ରାରେ ରହିଛି । ଡାଇଟରେ ମଟରକୁ ସାମିଲ କରନ୍ତୁ, ଏହା ମସଲକୁ ମଜଭୁତ କରିବା ପାଇଁ ବେଶ ଉପଯୋଗୀ ।

-ଓଜନ ହ୍ରାସ କରିବା ପାଇଁ ବର୍କୱାଉଟ ଓ ଟାଇଂଟିଗ କରିଥାଉ । ଯଦି ଆପଣ ଏହା ନକରି ପ୍ରତିଦିନ ସବୁଜ ମଟରକୁ ଖାଇବେ, ତେବେ ଓଜନ ହ୍ରାସ ହେବା ସମ୍ଭାବନା ଅଧିକ ରହିଛି  ।

ପଢନ୍ତୁ ;

ଆପଣ ଘରେ ବସି ଅନଲାଇନରେ କରିପାରିବେ ଆପଣଙ୍କ ପିଲାର ଜନ୍ମ ପ୍ରମାଣପତ୍ର ; ଆସନ୍ତୁ ଜାଣିବା ଏହାର ପୁରା ପ୍ରକ୍ରିୟା

Related posts

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ