କାକୁଡି ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ? 

Cut cucumber

ଗ୍ରୀଷ୍ମଦିନେ କାକୁଡି ଖାଇବାକୁ ସମସ୍ତେ ଭଲ ପାଇ ଥାଆନ୍ତି । ଆପଣ ଜାଣିଥିବେ ନିଶ୍ଚୟ ଯେ କାକୁଡ଼ିରେ ୯୬ ପ୍ରତିଶତ ପାଣି ଭାଗ ରହିଛି । ଏଥିରେ ରହିଥିବା ଭିଟାମିନ୍‌ ତ୍ୱଚାର ଗୁଣ ବୃଦ୍ଧି କରାଇବା ସହ ଯୁବା ଦିଶିବାରେ ସହାୟକ ହୁଏ । କାକୁଡି ଶରୀର ପାଇଁ ବେଶ ଲାଭଦାୟକ ।  କାକୁଡ଼ି ଖାଇବା କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

କାକୁଡି ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୁଏ ଜାଣନ୍ତୁ :-

  • କର୍କଟ ରୋଗୀଙ୍କ ପାଇଁ ମଧ୍ୟ କାକୁଡ଼ି ଖୁବ୍‌ ଫଳପ୍ରଦ ହୋଇଥାଏ ।  କାକୁଡ଼ି ଖାଉଥିବା ଲୋକଙ୍କ ଭିତରେ କର୍କଟ ସମସ୍ୟା କମ୍‌ ରହିଥାଏ ।
  • କାକୁଡ଼ି ଖାଇବା ଦ୍ୱାରା ଭଲ ହଜମ ମଧ୍ୟ ହୋଇଥାଏ । ଏହାବ୍ୟତୀତ କେଶ, ତ୍ୱଚା, ଓଜନ କମ୍‌ ଏବଂ ଆଖି ତଳ କଳା କମାଇବା ପାଇଁ ଏହା ମହୋଷଧୀ ପରି କାର୍ଯ୍ୟ କରେ ।
  • ମଧୁମେହ ଦୂର କରିବା ସହ ରକ୍ତ ଚାପ ଏବଂ କୋଲେଷ୍ଟ୍ରୋଲ ଆୟତ୍ତ କରିବାରେ କାକୁଡ଼ି ଅବ୍ୟର୍ଥ କାର୍ଯ୍ୟ କରେ ।
  • ଏଥିରେ ଯଥେଷ୍ଟ ପରିମାଣରେ ପାଣି ଥିବା ହେତୁ ଏହା ଶରୀରରୁ ବିଷ ଭାଗ ଦୂର କରିଥାଏ । କିଡନୀ ଷ୍ଟୋନ୍‌ର ସମ୍ଭାବନା ବି କମ ହୋଇଥାଏ ।
  • ଶରୀର ପାଇଁ ଆବଶ୍ୟକୀୟ ମ୍ୟାଗ୍‌ନେସିୟମ, ସିଲିକନ୍‌ ଏବଂ ପଟ୍ଟାସିୟମ କାକୁଡ଼ିରେ ବହୁଳ ପରିମାଣରେ ରହିଛି ।

ପଢନ୍ତୁ ;

ଆଇଏଏସ୍‌ ଟପ୍ପର ଟୀନାଙ୍କ ରିସେପ୍‌ସନ୍‌ ପାର୍ଟିରେ ଯୋଗ ଦେଲେ ଉପରାଷ୍ଟ୍ରପତି

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ