ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା ଶରୀର ଉପରେ କି ପ୍ରଭାବ ପକାଇ ଥାଏ ଜାଣନ୍ତୁ ?

ଟମାଟୋ ଏକ ଗୁଣକାରୀ ପରିବା । ଅତ୍ୟଧିକ ପରିମାଣରେ ଟମାଟୋ ଖାଇଲେ ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । କିନ୍ତୁ ବିଶେଷଜ୍ଞଙ୍କ ମତରେ ଦୈନିକ ଆବଶ୍ୟକ ପରିମାଣରେ ଏହା ଖାଇବା ଉଚିତ । ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା ଶରୀର ଉପରେ କି ପ୍ରଭାବ ପକାଇ ଥାଏ ଜାଣନ୍ତୁ ?

ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ଜାଣନ୍ତୁ

  • ଅତ୍ୟଧିକ ଟମାଟୋ ଖାଇଲେ ତାହା ବୃକକ୍ ଉପରେ କୁପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି ।
  • ଟମାଟୋ ଅଧିକ ପରିମାଣରେ ଖାଇବା ଦ୍ବାରା ମାଇଗ୍ରେନ୍ ସମସ୍ୟା ଉପୁଜୁଥିବାର ପ୍ରକାଶ ।
  • ବୟସ୍କ ଲୋକେ ଅଧିକ ଟମା​‌​‌ଟୋ ଖାଇଲେ ସେମାନଙ୍କ ଅଣ୍ଟା, ଗୋଡ଼ ବିନ୍ଧା ହୋଇଥାଏ ।
  • ଆବଶ୍ୟକତା ଠାରୁ ଅଧିକ ଟମାଟୋର ବ୍ୟବହାର ତରକାରିରେ କଲେ ତାହା ହଜମ ନ ହେବା ସହ ମୂତ୍ର ସଂକ୍ରମଣ ରୋଗ ହେବାର ଆଶଙ୍କା ବଢ଼ାଇଥାଏ ।
  • ଟମାଟୋରେ ଲାଇକୋପିନ୍ ସହ ଅନ୍ୟାନ୍ୟ ପୋଷକତତ୍ତ୍ବ ଭରପୂର। ହେଲେ ଦୈନିକ ଅତିବେଶୀରେ ଗୋଟିଏ କିମ୍ବା ୨ଟି ଟମାଟୋ ଖାଇବା ଉଚିତ ।
  • ଏଣୁ ଟମାଟୋ ଅଧିକ ବ୍ୟବହାର କରିବା ଅନୁଚିତ ।

ପଢନ୍ତୁ ;

ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

Related posts

N ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଲୋକଙ୍କ ମଧ୍ୟରେ ଥାଏ ଏହି ବିଶେଷ ଗୁଣ

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

ବର୍ଷା ଦିନରେ ପାଆନ୍ତୁ ଡାଇରିଆରୁ ମୁକ୍ତି, ଜାଣନ୍ତୁ କିପରି