ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

ଆବଶ୍ୟକ ସାମଗ୍ରୀ :-

ଭାତ- ୨ କପ୍,କଟା ହୋଇଥିବା ଛତୁ- ୧ କପ୍,ପିଆଜ ଷଣ୍ଢାର ଧଳା ଅଂଶ- ଅଧା କପ୍,ପିଆଜ ଷଣ୍ଢାର ସବୁଜ ଅଂଶ- ଅଧା କପ୍,ବିନ୍ସ- ଅଧା କପ୍,ଶିମଲା ମିର୍ଚ- ଅଧା କପ୍,ସୋୟା ସସ୍- ୧ ଚାମଚ୍,ରସୁଣ- ୧ ଚାମଚ୍,ଭିନେଗାର- ୧ ଚାମଚ୍,ଲୁଣ ଏବଂ ଲଙ୍କା ସ୍ୱାଦ ଅନୁସାରେ ।

ପ୍ରଣାଳୀ :-

  • ପ୍ରଥମେ ଏକ କଢେଇରେ ତେଲ ଗରମ କରନ୍ତୁ। ଏଥିରେ ରସୁଣ, ବିନ୍ସ, ଶିମଲା ମିର୍ଚ, ପିଆଜ ଷଣ୍ଢାର ସବୁଜ ଅଂଶ,ପିଆଜ ଷଣ୍ଢାର ଧଳା ଅଂଶ ପକାଇ ଭଲ ଭାବେ ଫ୍ରାଏ କରନ୍ତୁ ।
  • ଏବେ ଏହି ମିଶ୍ରଣରେ ଛତୁ ପକାଇ ପୁଣି ଥରେ ଭାଜନ୍ତୁ। ଟିକିଏ ସମୟ ସିଝିଗଲା ପରେ ଏଥିରେ ସୋୟା ସସ୍, ଭିନେଗାର, ପକାଇ ମିଶାଇଦିଅନ୍ତୁ। ଏବେ ଏଥିରେ ଭାତ ପକାଇ ଲୁଣ, ଲଙ୍କା ମିଶାଇ ପୁଣି ଫ୍ରାଏ କରନ୍ତୁ। ଦେଖନ୍ତୁ ସହଜରେ ପ୍ରସ୍ତୁତ ହୋଇଗଲା ମସରୁମ ଫ୍ରଇଡ ରାଇସ

ପଢନ୍ତୁ ;

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପାଓ ଭାଜି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା!ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?