ଆଖିରେ ଆଲୁଅ ପାଇଁ ଚିନ୍ତିତ କି ? ଆସନ୍ତୁ ଜାଣିବା କିଛି ସରଳ ଓ ପ୍ରକୃତିକ ଉପଚାର

 ପ୍ରକୃତିକ ଉପଚାର

ଅନେକ ଲୋକଙ୍କ ଆଖିରେ ଆଲୁଅ ହୋଇଥାଏ । ଆମେ ସମସ୍ତେ ଅନ୍ୟ କାହା ଆଖିରେ ହୋଇଥିବା ଦେଖିଛେ ଅଥବା ନିଜେ ଅନୁଭବ କରିଛେ । ଏହା ଯେତିକି ଯନ୍ତ୍ରଣଦାୟକ ସେତିକି ବିରକ୍ତିକର ମଧ୍ୟ । ଏହି ରୋଗ ହେବ ଦ୍ଵାରା ଦୈନନ୍ଦିନ ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଇଥାଉ । ଡାକ୍ତରୀ ଦୁନିଆରେ ଏଥି ପାଇଁ ଅନେକ ଔଷଧ ଥିଲେ ମଧ୍ୟ ପ୍ରକୃତିକ ଉପଚାର ଅତ୍ୟନ୍ତ ଉପଯୋଗୀ । ଆସନ୍ତୁ ଜାଣିବା ଆଖିରେ ଆଲୁଅ ସମସ୍ୟାର କିଛି ପ୍ରକୃତିକ ଉପଚାର :-

  • ସକାଳୁ ଉଠିଲା ପରେ ବାସି ଛେପକୁ ଆଙ୍ଗୁଠି ଟିପ ସାହାଯ୍ୟରେ ଆଲୁଅ ହୋଇଥିବା ସ୍ଥାନରେ ଲଗେଇଲେ ଅତିଶୀଘ୍ର ଉପସମ ମିଳେ
  • ସକାଳୁ ଉଠି ବାସି ପରିସ୍ରାକୁ ଆଙ୍ଗୁଠି ଟିପରେ ଆଣି କଜ୍ଜଳ ଲଗାଇଲା ପରି ପ୍ରଭାବିତ ସ୍ଥାନରେ ଲଗାନ୍ତୁ , ଖୁବ ଶୀଘ୍ର ଲାଭ ମିଳିବ
  • ଅରଖ ଗଛ କ୍ଷୀରକୁ ପାଦର ବୁଢା ଆଙ୍ଗୁଠିରେ ଲଗେଇଲେ ଆଲୁଅ ଭଲ ହୋଇଯାଏ । ମାତ୍ର ଧ୍ୟାନ ଦିଅନ୍ତୁ, ଯଦି ଡାହାଣପଟ ଆଖିରେ ଆଲୁଅ ହୋଇଥାଏ ତେବେ ବାମପଟ ପାଦ ବୁଢା ଆଙ୍ଗୁଠିରେ ଲଗାନ୍ତୁ ଓ ବାମପଟ ଆଖିରେ ହୋଇଥିଲେ ଡାହାଣପଟ ପାଦ ବୁଢା ଆଙ୍ଗୁଠିରେ ଲଗାନ୍ତୁ ।

ପଢନ୍ତୁ, ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର

Related posts

ବର୍ଷରେ କେବଳ ଥରେ ମାତ୍ର ଲଗାନ୍ତୁ ଏହି ଜିନିଷ, ଅତି ପୁରୁଣା ଯାଦୁ ତୁରନ୍ତ ଭଲ ହୋଇଯିବ

ପ୍ରେସର କୁକର ବ୍ୟବହାର କରିବାବେଳେ କରନ୍ତୁନି ଏହି ଭୁଲ୍‌

କଲେଜ୍‌ ଯାଉଥିବା ଝିଅ ୱାର୍ଡରୋବରେ ସାମିଲ୍‌ କରନ୍ତୁ ଏସବୁ ପୋଷାକ