ଚିନ୍ତାଗ୍ରସ୍ତ ପରେ ମଣିଷ କ’ଣ କରିଥାଏ ଜାଣନ୍ତୁ ? 

ଚିନ୍ତାଗ୍ରସ୍ତ ଲୋକ କିପରି ସମୟ ଅତିବାହିତ କରନ୍ତି ଜାଣନ୍ତୁ

ପରିସ୍ଥିତି ଅସହଜ ହେଲେ କିମ୍ବା କୌଣସି କାମରେ ବିରକ୍ତି ଆସିଲେ ହିଁ ମନୁଷ୍ୟର ଚିନ୍ତା ବଢ଼ିଥାଏ । ବେଳେ ବେଳେ କୌଣସି କଥାକୁ ନେଇ ମଧ୍ୟ ମଣିଷ ଚିନ୍ତାରେ ପଡିଯାଇଥାଏ । ତେବେ ଆସନ୍ତୁ ଜାଣିବା ତେବେ ଚିନ୍ତା ବଢ଼ିବା ପରେ ମଣିଷ କ’ଣ କରିଥାଏ ?

ବିଭିନ୍ନ ପ୍ରକାର ପରୀକ୍ଷା ଓ ଗବେଷଣାରୁ ଜଣାପଡ଼ିଛି ଯେ ବର୍ତ୍ତମାନ ଲୋକେ ଚିନ୍ତା କଲେ ସ୍ମାର୍ଟଫୋନର ବ୍ୟବହାର ଅଧିକ କରି ସମୟ ଅତିବାହିତ କରୁଛନ୍ତି। ଇଣ୍ଟରନେଟରେ ବିଭିନ୍ନ ତଥ୍ୟ ଦେଖିବା ସହ ଅନେକ ଆପ୍ଲିକେସନର ଉପଯୋଗ କରୁଥିବାର ଦେଖାଯାଇଛି ।

ଉଭୟ ଯୁବବର୍ଗ ଓ ବୟସ୍କଲୋକେ ଚିନ୍ତାଗ୍ରସ୍ତ ହେବା ପରେ ନିଜ ମାନସିକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହିଁ ସ୍ମାର୍ଟଫୋନ୍ ଅଧିକ ସମୟ ବ୍ୟବହାର କରିଥାନ୍ତି । କିଛି ବର୍ଷ ତଳେ ଲୋକେ ଘରକାମ କରି ସମୟ ଅତିବାହିତ କରୁଥିବାବେଳେ ଏକବିଂଶ ଶତାବ୍ଦୀର ଚିତ୍ରପଟ ସମ୍ପୂର୍ଣ୍ଣ ଭିନ୍ନ । ଜଣେ ବ୍ୟକ୍ତି ଏକାକୀ ରହିଲେ ମଧ୍ୟ ସ୍ମାର୍ଟଫୋନ୍ ସହ ବନ୍ଧୁତା କରିବାରେ ସଙ୍କୋଚ କରୁନାହିଁ ।

ପଢନ୍ତୁ ;

ଜ୍ୟୋତି-ଏଲିନାଙ୍କୁ ପୁଣି ପରଦାରେ ଦେଖିବାକୁ ପାଇବେ ଏହି ସିନେମାରେ

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ