ବିୟର ଆପଣଙ୍କ କେଶ ପାଇଁ କେତେ ଲାଭ ଦାୟକ ଏବଂ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ

ବିୟରକୁ କେଶରେ କିପରି ବ୍ୟବହାର କରିବେ ଜାଣନ୍ତୁ

ବିୟର ଆମ ଶରୀର ପାଁଇ କେତେ ଉପକାରୀ କି ଅପକାରୀ ତାହା ତ ଆମେ ଆକଳନ କରିପାରିବା ନାହିଁ ।  କିନ୍ତୁ ଏହି ବିୟର ଆମ କେଶ ପାଁଇ ଅନେକ ଲାଭକାରୀ ପ୍ରମାଣିତ ହେଇଚି । ଏହା ଆମ କେଶକୁ ସୁନ୍ଦର ଓ ମଜବୁତ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କେମିତି କରିବା ।

ବିୟରରେ କେଶ ଧୋଇବା ଦ୍ୱାରା ଚିକଣ ଓ ସୁନ୍ଦର ରହେ । ଏହା ଦ୍ଵାରା  କେଶ ଗହଳିଆ ହେଇଥାଏ । ଯେତେବେଳେ ଆପଣ ନିଜ ବାଳ ଡ୍ରାଏ କରୁଛନ୍ତି ସେ ସମୟରେ ବିୟର ରେ ସ୍ପ୍ରେ କରନ୍ତୁ ଦେଖିବେ କେଶ ଝାଡ଼ିବା ପରି ସମସ୍ୟା ମଧ୍ୟ ଦୁରେଇ ଯିବ ।  ଯେଉଁ କେଶ ଶୁଖିଲା ହୋଇକି ଝଡିଯାଏ ତା ପାଁଇ ବିୟର ରେ ସ୍ପ୍ରେକରିବା ଦ୍ୱାରା ବେଶ ଲାଭକାରୀ ହେଇଥାଏ ।

ଅଧିକ ଥଣ୍ଡା ବିୟରରେ କେଶକୁ  ଧୁଅନ୍ତୁ ନାହିଁ । ବିୟର ହେଉଛି ଏକ ନାଟୁରଲ କଣ୍ଡିସନାର ପରି ଯଦି ଆପଣ ଭାବୁଛନ୍ତି କି ଏହା କରିବା ଦ୍ୱାରା କିଛି ଲାଭ ମିଳୁନି ତ ଆପଣ ଚାହିଁଲେ ସାମ୍ପରେ ମଧ୍ୟ କେଶକୁ ଧୋଇ ପାରିବେ । ଯଦି ଆପଣ ବିୟର କିଣୁଛନ୍ତି କେଶରେ ଲଗାଇବା ପାଇଁ ତେବେ ଭଲ କ୍ୱାଲିଟିର ହିଁ କିଣନ୍ତୁ । କାରଣ ଏହା ଦ୍ଵାରା ଆପଣଙ୍କ କେଶରେ କିଛି ଖରାପ ଇଫେକ୍ଟ ପଡିବ ନାହିଁ ।

ପଢନ୍ତୁ ;

ମୁହଁରୁ ବ୍ରଣ ଦୂର କରିବା ପାଇଁ ଲୁଣକୁ କିପରି ବ୍ୟବହାର କରିବେ ଜାଣନ୍ତୁ

Related posts

ବର୍ଷରେ କେବଳ ଥରେ ମାତ୍ର ଲଗାନ୍ତୁ ଏହି ଜିନିଷ, ଅତି ପୁରୁଣା ଯାଦୁ ତୁରନ୍ତ ଭଲ ହୋଇଯିବ

ପ୍ରେସର କୁକର ବ୍ୟବହାର କରିବାବେଳେ କରନ୍ତୁନି ଏହି ଭୁଲ୍‌

କଲେଜ୍‌ ଯାଉଥିବା ଝିଅ ୱାର୍ଡରୋବରେ ସାମିଲ୍‌ କରନ୍ତୁ ଏସବୁ ପୋଷାକ