ଖାଦ୍ୟକୁ ଚୋବାଇ ଖାଇଲେ ଓଜନ ବଢେନା

ଚୋବାଇ ଖାଇଲେ ଓଜନ ନିୟନ୍ତ୍ରିତ ରୁହେ

ଆଜିର କର୍ମବ୍ୟସ୍ତ ଦୁନିଆରେ କର୍ମକ୍ଷେତ୍ର ହଉ ଅବ ପାରିବାରିକ ଜୀବନ ଆମକୁ ସବୁଠାରେ ବୁଝା ବଣା କରିବାକୁ ପଡି ଥାଏ । ଯାହାଫଳରେ ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୋଇପାରି ନ ଥାଉ । ତେଣୁ ବର୍ତମାନର ମେଦବହୁଳତା ସାଜିଛି ମୁଖ୍ୟ ସମସ୍ୟା ।

ବ୍ୟସ୍ତ ଜୀବନରେ ଅନେକ ସମୟରେ ଆମେ ଖାଦ୍ୟକୁ ଠିକ ଭାବରେ ନ ଖାଇବା ଦ୍ଵାରା ଓଜନ ବୃଦ୍ଧି ହୋଇଥାଏ । ପ୍ରାୟ ଖାଦ୍ୟକୁ ନ ଚୋବାଇ ଆମେ ଗିଳି ଦେଇଥାଉ । ଯାହାଦ୍ୱାରା କି ଆମର ଓଜନ ବୃଦ୍ଧି ହୋଇଥାଏ ।

ଯେଉଁ ମାନେ ଖାଦ୍ୟକୁ ଚୋବାଇ ଖାଉଛନ୍ତି ସେମାନଙ୍କ ଶରୀରର ଓଜନ ନିୟନ୍ତ୍ରଣ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣା ପଡିଛି । ଏକ ଗବେଷଣାରୁ ଜଣା ପଡିଛି କି ଖାଦ୍ୟ ଶୈଳୀ ଓଜନ କୁ ନିୟନ୍ତଣ କରିଥାଏ ।

ଏହି ଗବେଷଣାରେ ମଧୁମେହ ଆକ୍ରାନ୍ତ ୬୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ଧୀରେ ଧୀରେ ଖାଦ୍ୟକୁ ଚୋବାଇ ଖାଉଥିବା ଲୋକ ଅଧିକ ସୁସ୍ଥ ରହିଥାନ୍ତି ବୋଲି ଜଣାପଡିଲା । ସେମାନଙ୍କ ଶରୀର ଓଜନ ନିୟନ୍ତ୍ରିତ ରୁହେ ବୋଲି ଜଣାପଡିଛି ।

ପଢନ୍ତୁ ;

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଅଜୟ ଦେବଗନଙ୍କ ‘ରେଡ୍‌

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ