ଜାଣନ୍ତୁ ହାତର ଆକୃତିରୁ ବ୍ୟକ୍ତିର ବ୍ୟକ୍ତିତ୍ୱ

ଆପଣ ଜାଣିଥିବେ , ଆମ ହାତରେ ୨୭ଟି ହାଡ଼, ୨୯ଟି ଯୋଡ଼ା ମୁଣ୍ଡ ଏବଂ ୧୨୩ଟି ସ୍ନାୟୁ ରହିଛି। ଯେଉଁଥିପାଇଁ ଆମେ ଆମ ହାତକୁ ଠିକ୍‌ ଭାବେ ସଂଚାଳନ କରିବା ସହ ସବୁ କାର୍ଯ୍ୟ ସହଜରେ କରିପାରୁଛନ୍ତି। ଆଜି ଆମେ ହାତ ସଂପର୍କରେ ଆଉ ଏକ କଥା କହିବାକୁ ଯାଉଛୁ ।

ତେବେ ଜାଣନ୍ତୁ ହାତର ଆକୃତିରୁ କିପରି ବ୍ୟକ୍ତିର ବ୍ୟକ୍ତିତ୍ ଜାଣିପାରିବା ;

  • ବଡ଼ ହାତ: ଏମାନେ ଖୁବ୍‌ ସତର୍କ ଶ୍ରେଣୀର। ପ୍ରତ୍ୟେକ କାର୍ଯ୍ୟକୁ ଠିକ୍‌ ଭାବେ ସଂପାଦନା କରିବାକୁ ଚାହାନ୍ତି। ଏମାନେ ଜୀବନରେ ଗୁଡ଼ାଏ ଭଲ କାର୍ଯ୍ୟ କରନ୍ତି। ଏମାନେ ଟିକେ ସୂଷ୍ମ ମଧ୍ୟ।
  • ଛୋଟ ହାତ: ଏମାନେ ଟିକେ ନାଟକୀୟ। ସଂପର୍କକୁ ମଜବୁତ୍‌ କରିବା ପାଇଁ ସାମାନ୍ୟ ନାଟକର ସହାୟତା ନିଅନ୍ତି। ଅର୍ଥ ଅପେକ୍ଷା ସଂପର୍କକୁ ବେଶି ଗୁରୁତ୍ୱ ଦିଅନ୍ତି ଏମାନେ।
  • ଚାରିକୋଣିଆ ହାତ: ଚାରିକୋଣିଆ ଆକୃତିର ହାତ ଯାହାର ସେମାନେ ଭାରି ତର୍କ ଉପରେ ବିଶ୍ୱାସ କରନ୍ତି। ତର୍କ ବିହୀନ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ଗଣିତରେ ଖୁବ୍‌ ଭଲ।
  • କ୍ଷୁଦ୍ର ଆଙ୍ଗିଠି ଥିବା ହାତ: ଯେଉଁମାନଙ୍କ ହାତର ଆଙ୍ଗୁଠି ଖୁବ୍‌ ସାନ ସେମାନେ ବିଶ୍ୱସ୍ଥ। ସେମାନେ ନିଜେ ଯେପରି ବିଶ୍ୱସ୍ଥ ଅନ୍ୟଠୁ ବି ସେମିତି ବିଶ୍ୱାସ ଚାହାନ୍ତି।
  • ଲମ୍ବା ଆଙ୍ଗୁଠି ଥିବା ହାତ: ଯେଉଁମାନଙ୍କ ହାତର ଆଙ୍ଗୁଠି ଖୁବ୍‌ ଲମ୍ବା ସେମାନଙ୍କ ଦ୍ୱାରା ଲୋକେ ଖୁବ୍‌ ପ୍ରଭାବିତ ହୁଅନ୍ତି। ଭାରି ସାମାଜିକ ଏମାନେ।

ପଢନ୍ତୁ ;

ଗୋଲମରିଚ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ,ଜାଣନ୍ତୁ ଏହାର ଫାଇଦା ବିଷୟରେ

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ