୧୪ ବର୍ଷର ଝିଅର ୭ ମାସର ପିଲା

ମୁଖ୍ୟ ଅଭିଯୋଗଙ୍କୁ ପୋଲିସ୍ ଗିରଫ୍ କରିଛି

କେନ୍ଦ୍ରପଡା ସ୍ଥିତ ପଟ୍ଟାମୁଣ୍ଡାଇର ଏକ ୧୪ ବର୍ଷ ଝିଅର ପୂର୍ବରୁ ତାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗକୁ ଏତେ ଗୁରୁତ୍ଵ ନିଆଯାଉନଥିଲା । ସୂଚନା ଯୋଗ୍ୟ ଯେ ସେ ଝିଅଟି କୁ ତାର ସମ୍ପର୍କୀୟ ଲୋକ ଏବଂ ତାଙ୍କ ପଡୋଶୀର ଭାଇ ଭଳି ଭାବେ ପରିଚିତି ଏକ ବ୍ୟକ୍ତି ଏହି ଦୁଇ ଜଣ ମିଶି ଝିଅକୁ ପୂର୍ବରୁ ଦୁଷ୍କର୍ମ କରିଥିଲେ । କିନ୍ତୁ ଯେହେତୁ ସେ ଝିଅ ଡର ଏବଂ ଭୟରେ କିଛି କହୁନଥିଲା କାଳେ ତାକୁ କିଏ ମାରିଦେବକି । କିନ୍ତୁ ସମୟର ଦିଗ ପରିବର୍ତ୍ତେ ସେହି ଝିଅଟିର ଏବେ ୭ ମାସର ପିଲା ତା ପେଟରେ ବଡୁଛି । ଝିଅଟି ସ୍କୁଲ୍ ରେ ପଡୁଥିଲା ଏବଂ ଯେହେତୁ ତା ମା ବହୁ ପୂର୍ବରୁ ନଥିଲେ ସେ ତା ବାପାଙ୍କ ପାଖରେ ବଢିଥିଲା । କିନ୍ତୁ ଝିଅଟିର ବାପା ଯେତେବେଳେ ତାଙ୍କ କାମକୁ ସକାଳୁ ପଳାଇଯାଉଥିଲେ ସେତେବେଳେ ଏହି ଦୁଇ ଜଣ ମିଶି ଝିଅଟିକୁ ଦୁଷ୍କର୍ମ କରୁଥିଲେ ବୋଲି କିଛି ଲୋକଙ୍କଠାରୁ ଖବର ମିଳିଛି ଏବଂ ତାଙ୍କ ନାଁରେ ସଙ୍ଗିନ ଅଭିଯୋଗ ମାମଲା ରୁଜ୍ଜୁ ହୋଇଛି । ଏବେ ସେହି ଦୁଇ ମୁଖ୍ୟ ଅଭିଯୋଗଙ୍କୁ ପୋଲିସ୍ ଗିରଫ୍ କରିଛି ।

ପଢନ୍ତୁ : ଏସିଡ଼ିଟି ଭଳି କଠିନ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣା: ୫ ଲକ୍ଷ ହିତାଧିକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା

ଇସ୍ତଫା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪୫ ପ୍ରକଳ୍ପକୁ ୨୩.୭୨ କୋଟି ମଞ୍ଜୁର