ଦ୍ୱିତୀୟ ଥର ଲାଗି ବାପା ହେଲେ ଶାହିଦ୍‌!ଜାଣନ୍ତୁ ସେହି ନୂଆ ସଦସ୍ୟ ପୁଅ ନା ଝିଅ?

ପୁଣି ବାପା ହେଲେ ବଲିଉଡ ଅଭିନେତା ସାହିଦ୍ କାପୁର । ବୁଧବାର ବିଳମ୍ବିତ ରାତିରେ ସହିଦଙ୍କ ପତ୍ନୀ ମୀରା ରାଜପୁତ ଏକ ଶୁଶିପୁତ୍ରକୁ ଜନ୍ମ ଦେଇଥିବା ସୂଚନା ମିଳିଛି ।ଏହି ଖବର ପାଇବାପରେ ଶାହିଦଙ୍କ ସାନ ଭାଇ ତଥା ଅଭିନେତା ଈଶାନ୍‌ ଖଟ୍ଟର ଏବଂ ତାଙ୍କ ମାଆ ନୀଳିମା ଅଜିମ୍‌ ମୀରାଙ୍କୁ ଭେଟିଛନ୍ତି।ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ନବଜାତ ଶିଶୁପୁତ୍ରର ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇନାହିଁ।

ଏହି ଖବର ପରେ ପ୍ରଶଂସକଙ୍କ ମହଲରୁ ଶୁଭେଛାର ସୁଅ ଛୁଟୁଛି। ସାହିଦଙ୍କ ଦ୍ବିତୀୟ ସନ୍ତାନର ମୁହଁ ଦେଖିବା ପାଇଁ ଫ୍ୟାନ୍ ମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।

ସୂଚନାଯୋଗ୍ୟ,୨୦୧୫ରେ ସାହିଦ କାପୁର ଓ ମୀରା ରାଜପୁତ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପୂର୍ବରୁ ସେମାନଙ୍କ ଦୁଇ ବର୍ଷର ଏକ ଶିଶୁକନ୍ୟା ରହିଛି।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ମହୁ ରଖିଲେ କଣ ଲାଭ ହୁଏ ଜାଣନ୍ତୁ?

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତୀ ଏବଂ ପତି ହର୍ଷ

ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଶିଳ୍ପା

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର