ପୁଣିଥରେ ଏହି ଫିଲ୍ମରେ ଏକାଠି ନଜର ଆସିବେ ସବ୍ୟସଚି ଏବଂ ଏଲିନା

ଅମର ମ୍ୟୁଜିକ ବ୍ୟାନରର ପ୍ରଥମ ସିନେମା ହେଲା “ମାଲ ମହୁ ଜୀବନ ମାଟି” । ଲେଡିବଡ ଏବଂ ଅମର ମ୍ୟୁଜିକର ମିଳିତ ପ୍ରଯୋଜନାରେ ଏହି ସିନେମାଟି ନିର୍ମାଣ ହେଉଛି। ଏହି ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସୁପରଷ୍ଟାର ସବ୍ୟସଚି ଏବଂ ଚୁଲବୁ୍ଲି ନାୟିକା ଏଲିନା।

“ମାଲ୍ ମହୁ ଜୀବନ ମାଟି” ଫିଲ୍ମଟିର ସଙ୍ଗୀତ ନିର୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ ଏହାକୁ ନିର୍ଦେଶନା ଦେଉଛନ୍ତି ରମେଶ ରାଉତ। ଏହି ଫିଲ୍ମର ସୁଟିଙ୍ଗ ୧୧୮ ଦିନ ମଧ୍ୟରେ ଓଡିଶା ଏବଂ ଓଡିଶା ବାହାରେ କରାଯାଇଛି।

ସୂଚନାଯୋଗ୍ୟ,ଏହି ଫିଲ୍ମଟି ଆସନ୍ତା ନୂଆ ବର୍ଷକୁ ସାରା ଓଡିଶାର ସିନେମା ହଲରେ ରିଲିଜ କରାଯିବ।

ପଢନ୍ତୁ; ଆଜିଠୁ କ୍ୱାର୍ଟର ଫାଇନାଲ: ଆର୍ଜେଣ୍ଟିନା ବନାମ ଇଂଲଣ୍ଡ

Related posts

ଆଉ ନିର୍ମାଣ ହେବନିକି ‘ସ୍ପାଇଡରମ୍ୟାନ୍‌’ ଫିଲ୍ମ !

ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’

ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର