ଅଧା କଟା କାରରେ ମୈଦାନକୁ ପହଞ୍ଚିଲା ICC ବିଶ୍ବ କପ ଟ୍ରଫି, ଦର୍ଶକ ତାଜୁବ

Untitled 1

ବିଶ୍ଵକପ ପାଇଁ ସାରା ବିଶ୍ଵ ପାଗଳ। ତେବେ ସବୁ ଅପେକ୍ଷାର ଅନ୍ତ ଘଟାଇ ଆଇସିସି କ୍ରିକେଟ ୱାଲର୍ଡ କପ  ଫାଇନାଲରେ ଜିତିଲା ଇଂଲଣ୍ଡ।  ଏହି ମ୍ୟାଚ ଯେତିକି ରୋମାଞ୍ଚକର ହୋଇଥିଲା ତା ଠାରୁ ତାଜୁବ କଲା ଭଳି ଆଉ ଏକ ଦୃଶ୍ୟ ଦେଖିବାକୁମିଳିଥିଲା। ଏହି ମ୍ୟାଚର ମୁଖ୍ୟ ସ୍ପନ୍ସର ନିଶାନ  ମୋଟର କମ୍ପାନୀ ଏକ ଅଧା କଟା କାରରେ ବିଶ୍ବ କପ ଟ୍ରଫିକୁ ପଡିଆକୁ ନେଉଥିବାର ଭିଡିଓ ଭାଇରାଲ ହୋଇଛି।

ଶୁଣି ଆଶ୍ଚର୍ଯ୍ୟ ହେବେ ବାସ୍ତବରେ ଏହି କାରଟି କଟା ଯାଇନାହିଁ। କମ୍ପାନୀ ଏହାକୁ ବିଶେଷ ଭାବେ ଡିଜାଇନ୍‌ କରିଛି ଟ୍ରଫିକୁ ପ୍ରଦର୍ଶନ କରି ଲର୍ଡସ ପଡିଆକୁ ନେବା ପାଇଁ।

Capture

ପଢନ୍ତୁ: #ଶାଢ଼ି ଟୁଇଟର ଚ୍ୟାଲେଞ୍ଜ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧି ଭଦ୍ରା

Related posts

ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦ

ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଟିମ୍‌କୁ ଉଡାଇଦେବାକୁ ଧମକ

ରବି ଶାସ୍ତ୍ରୀଙ୍କ ମୁଣ୍ଡରେ ପୁଣି ସୁନାକଳସ