କେଉଁ ବ୍ୟକ୍ତିଙ୍କ ସହ ବନ୍ଧୁତା କଲେ ଅସୁବିଧାରେ ପଡିବେ ଜାଣନ୍ତୁ

ବନ୍ଧୁତାର ଅର୍ଥ ମହାନ । ଏହା ଏକ ଶବ୍ଦ ନୁହଁ , ଏହା ଏଭଳି ଏକ ସମ୍ପର୍କ ଯାହା କେବେ ବି ଭାଙ୍ଗି ହୁଏନି । ଏମିତି ବି ମଧ୍ୟ ଏହା ରକ୍ତ ସମ୍ପର୍କ ଠାରୁ ଅଧିକ ଓ ନିବିଡ ମଧ୍ୟ । ସେ ହେଉଛନ୍ତି ପ୍ରକୃତ ବନ୍ଧୁ ଯିଏ ଆପଣଙ୍କୁ ଅସୁବିଧା ବେଳେ  ସହାୟକ ହେଉଥିବ । ଏମିତି ବି କିଛି ବନ୍ଧୁ ଅଛନ୍ତି କି ନିଜ ସ୍ଵାର୍ଥ ପାଇଁ ବନ୍ଧୁତା କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବେ ନାହିଁ ।

ଏପରି ବ୍ୟକ୍ତିଙ୍କ ସହ ବନ୍ଧୁତା କରନ୍ତୁ ନାହିଁ

କ୍ରୋଧୀ :- ଯେଉଁ ବ୍ୟକ୍ତି ଛୋଟ ଛୋଟ କଥାରେ ରାଗି ଯାଆନ୍ତି, ସେ ଉତ୍ତମ ବନ୍ଧୁ ହେବାର ପଦବାଚ୍ୟ ନୁହଁନ୍ତି । ତେଣୁ ଏହି ବ୍ୟକ୍ତିଙ୍କ ସହ ବନ୍ଧୁତା କରନ୍ତୁ ନାହିଁ  ।  କାରଣ ଏମାନେ ବହୁତ କ୍ରୋଧୀ ।

ଅଭିମାନୀ :- ଯେଉଁମାନେ ଅଭିମାନୀ ବା ଅହଙ୍କାରୀ , ସେମାନେ ମଧ୍ୟ ଭଲ ବନ୍ଧୁ ହୋଇପାରନ୍ତି ନାହିଁ । କାରଣ ଏମାନେ ଛୋଟ ଛୋଟ କଥାରେ ସବୁ ବେଳେ ରାଗି ଥାଆନ୍ତି ।

ମୂର୍ଖ :- ଯେଉଁ ଲୋକଙ୍କର ଧର୍ମ-ଅଧର୍ମ , ଭଲ-ମନ୍ଦ ର ଜ୍ଞାନ ନଥିବ ସେ ଜଣେ ମୁର୍ଖ ଭାବେ ବିବେଚିତ ହୁଅନ୍ତି । ଏଭଳି ଲୋକ ସହିତ ବନ୍ଧୁତାର ଅର୍ଥ ବିନାଶର ପଥ ବାଛିବା । ତେଣୁ ମୂର୍ଖ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଅଧିକ ସାହସୀ :- ଯେଉଁମାନେ ନିଜର ଦକ୍ଷତା ଠାରୁ ଅଧିକ ସାହାସୀ ବୋଲି ନିଜକୁ ଦର୍ଶାଇଥାଆନ୍ତି, ସେମାନଙ୍କ ପାଇଁ ବେଳେବେଳେ ଆପଣ ତାଙ୍କ ପାଇଁ ଅସୁବିଧାରେ ପଡିପାରନ୍ତି । ଏଣୁ ,ଏଭଳି ଲୋକ ଉତ୍ତମ ବନ୍ଧୁ ପଦବାଚ୍ୟ ନୁହଁନ୍ତି ।

ପଢନ୍ତୁ ;

ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟୟ ବହୁଳ ଫିଲ୍ମ ୨.୦ର ଟିଜର୍‌ ଲିକ୍‌

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ