ପୁଣି ହସାଇବେ ପପୁ ପମ ପମ

ଭୁବନେଶ୍ଵରରେ ଅନୁଷ୍ଟିତ ଏକ ଉଦଘାଟନୀ ଉସର୍ବରେ ଯୋଗ ଦେଇଛନ୍ତି ହାସ୍ୟ ଅଭିନେତା ପପୁ ପମପମ। ଏବେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି।

ସୂଚନାଯୋଗ୍ୟ ଯେ, ପପୁ (ଅଗ୍ନାଶୟ) ପାନ୍‌କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ପ୍ରଥମେ ରାଜଧାନୀ ଭୁବନେଶ୍ୱରଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଏଯାବତ କୌଣସି ନୂଆ ସିନେମା ସାଇନ୍‌ କରି  ନାହାନ୍ତି। ପପୁଙ୍କର ଆଉ କୌଣସି ଏବେ ରିଲିଜ୍‌ ଅପେକ୍ଷାରେ ନାହିଁ। ଏଣୁ ପୁଣି କେବେ ତାଙ୍କୁ ପୁଣି ପରଦାରେ ଦେଖିବେ ବୋଲି ତାଙ୍କର ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି।

ପଢନ୍ତୁ; ଆହତ ପୃଥ୍ବୀ ସ’ପ୍ରଥମ ଟେଷ୍ଟରୁ ବାଦ୍

Related posts

ଆଉ ନିର୍ମାଣ ହେବନିକି ‘ସ୍ପାଇଡରମ୍ୟାନ୍‌’ ଫିଲ୍ମ !

ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’

ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର