ଆଜିଠୁ ଯୁକ୍ତ ଦୁଇ ପାଠ ପଢା ଆରମ୍ଭ

ଆଜିଠୁ ଆରମ୍ଭ ହେଲା ଯୁକ୍ତଦୁଇ ପାଠପଢା । ସ୍କୁଲ ପରେ କଲେଜରେ ପ୍ରଥମ କରି ପାଦ ଦେଇଛନ୍ତି ଛାତ୍ରଛାତ୍ରୀ । ତେଣୁ ସ୍ୱାଗତ ପାଇଁ କଲେଜ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପ୍ରଥମ ଦିନରେ ନବଗତ ଛାତ୍ରଛାତ୍ରୀମାନଙ୍କୁ ଫୁଲ , ଚନ୍ଦନ ଦେଇ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨,୯୩,୪୯୯ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟ ୨୨,୭୦୧ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ତେବେ ବଳକା ଥିବା ୯୩,୩୨୩ ସିଟ ପାଇଁ ଆଜି ସ୍ପଟ୍‌ ଆଡ଼ମିଶନ୍‌ ତଥା ଶେଷ ପର୍ଯ୍ୟାୟ ନାମ ଲେଖା ହେବ ।

ପଢନ୍ତୁ; ଜୀବନ ହାରିବାକୁ ଭରା କୁଆଖାଇକୁ ଡେଇଁଲେ ମହିଳା: ମୃତ୍ୟ ସହ ଲଢି ବଞ୍ଚିଲେ

Related posts

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ସାମନ୍ତ ଗୋୟଲ ହେଲେ ‘ର’ ମୁଖ୍ୟ

ବିବାହ ଋତୁରେ ଗ୍ରାହକଙ୍କୁ ବଡ଼ ଝଟକା, ରେକର୍ଡ ଭାଙ୍ଗିଲା ସୁନା ଦର

ଜଗା ପାଇଁ କାକଟପୁରରୁ ଆସିଲା ଫଳଭାର