“ବିୟୁଟି ଅଫ ଦ ଇୟର” ପ୍ରିୟଙ୍କା ଚୋପ୍ରା

‘ପିପୁଲ ମଗାଜିନ ‘ ଆମେରିକାର ଏକ ଲୋକପ୍ରିୟ ସାପ୍ତାହିକ ପତ୍ରିକା। ଏଥର ପତ୍ରିକାର ବାର୍ଷିକ ସଂଖ୍ୟାଟି  ହଲିଉଡର ସବୁଠାରୁ ଚର୍ଚ୍ଚିତ ସୁନ୍ଦର ଚେହେରମାନଙ୍କୁ ସ୍ଥାନିତ କରିଛି। ଏଥିରେ ସାମିଲ ଅଛନ୍ତି ବିଶ୍ଵ ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। କେବଳ ବଲିଉଡ ନୁହେଁ ପ୍ରିୟଙ୍କା ମଧ୍ୟ ହଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ପତ୍ରିକାର ଏହି ସଂଖ୍ୟା ‘ପିପୁଲ- ଦ ବିଯୁଟିଫୁଲ ଇସ୍ୟୁ-2019‘  ଭାବେ ନାମିତ ଏବଂ ପ୍ରିୟଙ୍କାଙ୍କୁ ‘ବିଉଟି ଅଫ ଦ ଇୟର’ ଭାବେ ଘୋଷଣା କରାଯାଇଛି।

ଏହିପତ୍ରିକାରେ ସ୍ଥାନ ପାଇବାରେ ପ୍ରିୟଙ୍କା ଜଣେ ମାତ୍ର ଭାରତୀୟ।  ପୂର୍ବରୁ ୟୁଏସେଟୁଡେ ରେ ସେ ଆସିଥିଲେ। ମନୋରଞ୍ଜନ ଦୁନିଆରା ଶ୍ରେଷ୍ଠ ପଚାଶ ଜଣିଆ ତାଲିକାରେ ଏହି ପତ୍ରିକା ତାଙ୍କୁ ରଖିଥିଲା। ବୟସ ବଢିଲେ ବି ପ୍ରିୟଙ୍କାଙ୍କ ସୌନ୍ଧର୍ଜ୍ୟର ଚମକ ଯେ ଫିକା ପଡି ନାହି ତାହା ଏଥିରୁ ପ୍ରମାଣିତ ହୋଇଛି।

ପଢନ୍ତୁ: ଭିନ୍ନ ଏକ ଭୂମିକାରେ ନଜରକୁ ଆସିବେ ବିଦ୍ୟା ବାଲନ

Related posts

ଭିନ୍ନ ଏକ ଭୂମିକାରେ ନଜରକୁ ଆସିବେ ବିଦ୍ୟା ବାଲନ

ପୁଣିଥରେ ମା’ ହେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷଣାକୁ ନେଇ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କ ପ୍ରଶ୍ନ, ଲୋଡିଲେ ସହାୟତା