କୋରିଓଗ୍ରାଫର ପୁନୀତ୍‌ ହେଲେ ‘ଖତରୋଁ କେ ଖିଲାଡୀ-୯’ର ଶ୍ରେଷ୍ଠ ବିଜୟୀ

khatoroke khiladi

ସବୁଠୁ ଅଧିକ ଟିଆର୍‌ପି ହାତେଇଥିବା କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଖତରୋଁ କେ ଖିଲାଡୀ ସିଜନ୍‌-୯’ ସରିଯାଇଛି। ଏହି ବର୍ଷର ଶ୍ରେଷ୍ଠ ବିଜେତା ହେଲେ  କୋରିଓଗ୍ରାଫର ପୁନୀତ୍‌ ପାଠକ। ଏହି ପ୍ରତିଯୋଗିତାରେ ସେ ରିଧିମା,ଆଦିତ୍ୟ ଓ ଅଲ୍ଲୀଙ୍କୁ ପଛରେ ପକେଇ ବିଜୟୀର ମୁକୁଟକୁ ହାତେଇନେଇଥିଲେ। ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଶୋର ହୋଷ୍ଟ ଥିବାବେଳେ ଗ୍ରାଣ୍ଡ୍‌ ଫିନାଲେରେ ଦେଖିବାକୁ ମିଳିଥିଲା ଅକ୍ଷର କୁମାରଙ୍କୁ।

ପୁନୀତ୍‌ଙ୍କୁ ୨୦ଲକ୍ଷ ଟଙ୍କା ସହ ମାରୁତି କାର ପୁରସ୍କାର ରାଶି ଭାବେ ମିଳିବା ସହ ଖତରୋଁ କେ ଖିଲାଡୀର ଟ୍ୟାଗ ମଧ୍ୟ ମିଳିଯାଇଛି।

khatro ke khiladi winner punit pathak

ପଢନ୍ତୁ: ଅମ୍ବାନୀ ପରିବାରର ଗ୍ରାଣ୍ଡ ୱେଡିଂ: ଜମିଲା ଦେଶୀ-ବିଦେଶୀ ତାରକାଙ୍କ ଭିଡ

Related posts

ଓଡିଆ ଫିଲ୍ମ ଫେୟାର ଆୱାର୍ଡ ସୋ: ଶ୍ରେଷ୍ଠ ଅଭିନୟ ପାଇଁ ହେଲେ ପୁରସ୍କୃତ

୩୦ ରେ ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ଜୀବନବ୍ୟାପୀ ସାଧନ ପୁରସ୍କାର ପାଇବେ ଉତ୍ତମ ମହାନ୍ତି

ଅମ୍ବାନୀ ପରିବାରର ଗ୍ରାଣ୍ଡ ୱେଡିଂ: ଜମିଲା ଦେଶୀ-ବିଦେଶୀ ତାରକାଙ୍କ ଭିଡ