ଆପଣଙ୍କ ପାଠ ମନେ ରହୁ ନାହିଁ କି ? ପାଠ ମନେ ରଖିବା ପାଇଁ ଏହି ଉପାୟ ଅବଲମ୍ବନ କରନ୍ତୁ

ବୈଜ୍ଞାନିକ ମାନଙ୍କ ମତରେ କିଛି ଟ୍ରିକ୍‌ ପାଠ ମନେ ରଖିବା ପାଇଁ

ଆପଣଙ୍କ ପାଠ ମନେ ରହୁ ନାହିଁ କି ? ସେଥି ପାଇଁ ଚିନ୍ତିତ ଅଛନ୍ତି କି ? ବେଳେ ବେଳେ ଏମିତି ବି ହୁଏ  ଅନେକ ଘୋଷିଲା ପରେ ମଧ୍ୟ ମନେରହୁନି ପାଠ । ଏହି ସମସ୍ୟା ସବୁ ଛାତ୍ରଛାତ୍ରିମାନଙ୍କର ଚିନ୍ତାର କାରଣ ହୋଇଥାଏ । ଏହି ସମସ୍ୟା ପାଇଁ ଆମେ ଆମର ସ୍ମରଣଶକ୍ତିକୁ ଦାୟୀ କରିଥାଉ । ହେଲେ ବୈଜ୍ଞାନିକ ମାନଙ୍କ ମତରେ କିଛି ଟ୍ରିକ୍‌ ଦ୍ୱାରା ଆପଣ ଏହି ସମସ୍ୟାରୁ ବାହାରି ପାରିବେ ।

ନିକଟରେ ୭୫ଜଣ ବିଦ୍ୟାର୍ଥୀଙ୍କୁ ନେଇ ସର୍ଭେ କରାଯାଇଥିଲା । ଯେଉଁଠି ୧୬୦ଟି ଶବ୍ଦକୁ ଜୋରରେ ପଢିବାପାଇଁ କୁହାଯାଇଥିଲା । ଆଉ କିଛି ଜଣକୁ ଧୀରେ ଧୀରେ ପଢିବାକୁ କୁହାଯାଇଥିଲା । ଏହି ସର୍ଭେରେ ଧୀରେ ଧୀରେ ପଢୁଥିବା ବିଦ୍ୟାର୍ଥୀଙ୍କର ପ୍ରଦର୍ଶନ ଭଲ ହେଇ ନଥିଲା ।

ପାଟିକରି ପଢିବାର ଅଭ୍ୟାସକୁ ଅନେକ ଲୋକ ମନା କରନ୍ତି କିନ୍ତୁ ବୈଜ୍ଞାନିକ ମାନଙ୍କ ମତରେ ପାଟିକରି ପଢିବା ଦ୍ୱାରା ପାଠ ଅଧିକ ସମୟ ପର୍ଯ୍ୟନ୍ତ ମନେ ରୁହେ। ଆପଣ ପାଟି କରି ଜୋର ପଢିଲେ ଅଧିକ ପାଠ ମନେରଖି ପାରିବେ । ସେଥିପାଇଁ ଅନେକ ଛୋଟ ବେଳର କଥା ଆମର ଆଜି ବି ମନେ ଥାଏ ।

ପଢନ୍ତୁ ;

କେଉଁ ଭଳି ପୁଅମାନଙ୍କଠାରୁ ଝିଅମାନେ କାହିଁକି ଦୂରେଇ ରୁହନ୍ତି ଜାଣନ୍ତୁ

Related posts

ଶୀତଦିନେ ହାତକୁ କିପରି ରଖିବେ ନରମ? ଜାଣନ୍ତୁ କିଛି ଘରୋଇ ଉପଚାର

ପ୍ରତିଦିନ ଖାଆନ୍ତୁ ଖଜୁରି, ମିଳିବ ଏହିସବୁ ଫାଇଦା

ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା