ପେଟରେ ଥିବା ଷ୍ଟୋନ ଦୂରେଇବାରେ ସାହାଯ୍ୟ କରିଥାଏ ଏହି ପରିବା! ଜାଣନ୍ତୁ

ସବୁଜ ପନିପରିବା ଦେହକୁ ରଖେ ତାଜା ଏବଂ ସୁସ୍ଥ । କିନ୍ତୁ ଅନେକ ଲୋକ କେତେଗୁଡିଏ ପନିପରିବାକୁ ବାରଣ କରିଥାଆନ୍ତି । ଆଉ ସବୁବେଳେ ଡାକ୍ତରମାନେ ବି ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି । କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ । ଏହି ସବୁଜ ପନିପପରିବା ଔଷଧ ଠାରୁ ବି ଅଧିକ କାମ କରିଥାଏ । ସେହିଭଳି ଏକ ଉପକାରୀ ସବୁଜ ପରିବା ହେଉଛି ଜହ୍ନୀ । ଯାହା ଶରୀର ପାଇଁ ଖୁବ ଉପକାରୀ । ଭିଟାମିନ ଓ ମିନେରାଲରେ ଭରପୂର ଜହ୍ନୀ । ପେଟରେ ଥିବା ଷ୍ଟୋନ ଦୂରେଇବାରେ ସାହାଯ୍ୟ କରିଥାଏ ଏହି ପରିବା ।

ଏହା ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ

  • ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏହି ପରିବା । ଫଳରେ ଦେହକୁ ସଂକ୍ରମଣ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
  • ରକ୍ତକୁ ପରିଷ୍କାର ରଖିବାରେ ସହାୟତା କରିଥାଏ ଜହ୍ନୀ । ତା ସହ ଅର୍ସ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରିଥାଏ ।
  • ମୋଟାପଣ କମାଇବାରେ ସାହାଯ୍ୟ କରିଥାଏ ଜହ୍ନି ।
  • ଗାଇ କ୍ଷୀରରେ ଓ ଜହ୍ନିକୁ ଗ୍ରାଇଣ୍ଡିଂ କରି ନିୟମିତ ପିଇଲେ ପେଟରୁ ଷ୍ଟୋନ ଦୂରେଇ ଯାଇଥିଲେ ।
  • କ୍ୟାରୋଟିନ ନାମକ ଏକ ପଦାର୍ଥ ଜହ୍ନିରେ ଥାଏ ଯାହା ଆଖିର ନର୍ଭକୁ ଶକ୍ତ କରିବା ସହ ଦୃଷ୍ଟିଶକ୍ତି ବଢାଇଥାଏ ।
  • ଚର୍ମର ବିଭିନ୍ନ ପ୍ରକାର ସଂକ୍ରମଣ ରୋଗରୁ ମୁକ୍ତି ଦିଏ ଜହ୍ନୀ।

ପଢନ୍ତୁ ;

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ !

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ