ଆସନ୍ତୁ ଜାଣିବା କେଉଁ ଅଭ୍ୟାସଗୁଡିକ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ!

ଆପଣ ହୁଏତ ଜାଣିନଥିବେ ଆମମାନଙ୍କର କେତେକ ଅଭ୍ୟାସ ଅଛି ଯାହା ଆମ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ସବୁବେଳେ ଅଧିକ ଭଲ୍ୟୁମ ଦେଇ ହେଡ୍‌ଫୋନ୍‌ ବା ଇୟରଫୋନ୍‌ ଜରିଆରେ ଗୀତ ଶୁଣିଲେ, ବ୍ରେନ୍‌ ଟିସୁ ଉପରେ କୁପ୍ରଭାବ ପଡ଼ିଥାଏ।
  • ଅଧିକ ଧୂମପାନ କଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମ୍‌ ହୋଇଯାଏ। ଯାହାଦ୍ଵାରା ମସ୍ତିଷ୍କ ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ।
  • ଜାଣିରଖନ୍ତୁ ଯଦି ରାତିରେ ଅନ୍ୟୁନ ୭ ଘଣ୍ଟା ନ ଶୁଅନ୍ତି, ତେବେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ।
  • ଯଦି ବେଶି ସମୟ ଏକା ରହିବେ, ତେବେ ଅଲଜାଇମର ରୋଗର ଆଶଙ୍କା ବଢିଯାଏ।
  • ପ୍ରାକୃତିକ ଆଲୋକରେ ନ ରହି ବେଶି ସମୟ ଅନ୍ଧକାରରେ ରହିଲେ ମଣିଷ ଡିପ୍ରେସନ୍‌କୁ ଚାଲିଯାଏ। ଏହା ମସ୍ତିଷ୍କରେ କୁପ୍ରଭାବ ପକାଇଥାଏ।
  • ଅଧିକ ଖାଇଲେ ମସ୍ତିଷ୍କର ଚିନ୍ତା ଶକ୍ତି କମିଯାଏ।

ପଢନ୍ତୁ; ଜାଣନ୍ତୁ କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ !

Related posts

ଭିଟାମିନ-ଡି ବ୍ୟବହାର କରି ଦୂର କରନ୍ତୁ ଡାଏବେଟିସ

ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ଅଦା,ଆସନ୍ତୁ ଜାଣିବା ଏହାର ଉପକାରିତା

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌,ମିଳିବ ଅନେକ ସୁଫଳ