ଅମୃତଭଣ୍ଡା

ଆସନ୍ତୁ ଜାଣିବା ଅମୃତଭଣ୍ଡା କେତେ ଉପକାରୀ ଓ ଶରୀରକୁ ନିରୋଗ ରଖିବାରେ ଏହାର ଭୂମିକା କଣ

ବାଡିବଗିଚାରେ ସହଜରେ ମିଳୁଥିବା ପରିବାଟି ହେଲା ଅମୃତଭଣ୍ଡା । ଏହାକୁ ଉଭୟ କଞ୍ଚା ଓ ପାଚିଲା ଖାଇହୁଏ ଓ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଭିଟାମିନ ଏ, ବି, ସି ଓ ଫାଇବରରେ
Read more