ନାୟିକା ଏଲିନା ସାମନ୍ତରାୟ୍, ଏକା ସହ ଦୁଇଟି ବଡ ପ୍ରଯୋଜନା ସଂସ୍ଥାରେ କରିବେ କାମ
ତରଙ୍ଗ ଓ ସାର୍ଥକ, ଓଲିଉଡ଼୍ର ଦୁଇଟି ବଡ ପ୍ରଯୋଜନା ସଂସ୍ଥା । ୨୦୦୯ରେ ସାର୍ଥକ ବ୍ୟାନରର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ହେଲା ‘ଆକାଶେ କି ରଙ୍ଗ ଲାଗିଲା’ । ଏହା ପରେ ଲଗାତାର ବହୁ
Read more