ବାବି ଦାସ

ହାର୍ଟଲେସ ସିନେମା ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଛନ୍ତି ଏହି କଳାକାର

ଅଭିନୟ ଜଗତକୁ ବହୁ ନୂଆ କଳାକାରଙ୍କ ପ୍ରବେଶ ହେଇଥାଏ । କେହି କେହି ସେମାନଙ୍କର ଦକ୍ଷତା ପ୍ରତିପାଦନ କରି ଅଭିନୟ ଜଗତରେ ଖୁବ ନାଁ କମେଇଥାନ୍ତି ତ କେହି କେହି ଗୋଟିଏ ଦୁଇଟି କାମ
Read more