ମନୀଷା ମିଶ୍ର

ନିର୍ଦ୍ଦେଶକ ରତିକାନ୍ତ ସାହୁଙ୍କ ନୂଆ ଓଡିଆ ଚଳଚ୍ଚିତ୍ର ନଟଖଟ ରୋମେଓ ଶୁଭ ମହୁରତ

ନୂଆ ଓଡିଆ ଚଳଚ୍ଚିତ୍ର ନଟଖଟ ରୋମେଓ ଶୁଭ ମହୁରତ ଏଇ ନିକଟରେ ଶେଷ ହେଇଛି । ବାବା ଝାଡେଶ୍ଵର ମୁଭିଜ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାଟିର କାହାଣୀ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାଇତ୍ଵରେ ଅଛନ୍ତି ରତିକାନ୍ତ ସାହୁ
Read more