cuttack

କଟକକୁ ଲେଉଟିଲା ଜଣ୍ଡିସ: ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

କଟକ ସହରକୁ ପୁଣି ଲେଉଟିଛି ଜଣ୍ଡିସ। ଶିଖରପୁର ଅଞ୍ଚଳରେ ହଠତ୍ ଜଣ୍ଡିସ ତାର କାୟା ବିସ୍ତାର କରିଛି। ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେବା ଘଟଣା ଆଲୋଡନ ସୃଷ୍ଟି
Read more

ଶେଷ ହେଲା କଟକ ବାଲିଯାତ୍ରା,୧୦୦ କୋଟିରୁ ଅଧିକ ବେପାର କରିଛନ୍ତି ବ୍ୟବସାୟୀ

୧୦ଦିନ ଧରି ଚାଲିଥିବା କଟକ ବାଲିଯାତ୍ରା ରବିବାର ଶେଷ ହୋଇଛି। ଶେଷଦିନରେ ଜବରଦସ୍ତ ବେପାର କରିଛନ୍ତି କ୍ଷୁଦ୍ର ମଧ୍ୟମ ତଥା ବୃହତ ବ୍ୟବସାୟୀମାନେ । ସେହିଭଳି କିଣାବିକା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା
Read more

ଦିଲ୍ ଜିତିଲେ ଭାଇଜାନ, ଦୁଲିକିଲା ବାରବାଟୀ

ଦୁଲିକିଲା ବାରବାଟୀ ଷ୍ଟାଡିୟମ। କଟକରେ ଜଲୱା ଦେଖାଇଲେ ଭାଇଜାନ୍ । କଟକ ବାରବାଟୀ ଷ୍ଟାଡିଅମରେ ବିଶ୍ୱକପ୍ ହକି ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଲମାନ ଖାନ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
Read more

କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

କଟକ ବଡ଼ ଡାକ୍ତରଖାନାର ବୁଧବାର ଅଗ୍ନିକାଣ୍ଡ ଘଟିଛି। ଡାକ୍ତରଖାନାର ହେପାଟୋଲୋଜି ବିଭାଗରେ ନିଆଁ ଲାଗି ଯାଇଥିଲା। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ
Read more

ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

ନଭେମ୍ବର ୨୩ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା ।  ଏହା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ।
Read more

ଆଜି ମଣ୍ଡପରେ ମା ଦୁର୍ଗାଙ୍କର ହେବ ମହା ଷଷ୍ଠୀ ପୂଜା

ଆଜି ମଣ୍ଡପରେ ମା ଦୁର୍ଗାଙ୍କର ହେବ ଷଷ୍ଠୀ ପୂଜା। ପୂଜା ମଣ୍ଡପ ଓ ତୋରଣରେ ଝଲସୁଛି ସହର ବଜାର। କଟକରେ ମା’ଙ୍କ ପୂଜା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ପୂଜା ମଣ୍ଡପ ଗୁଡିକରେ ମା’ଙ୍କୁ
Read more

ବର୍ଷାରେ ବେହାଲ ହେଲା ଟ୍ୱିନ୍‌ ସିଟି

ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ଗତକାଲି ରାତିରୁ ବର୍ଷା ଲାଗି ରହିିଛି। ଲଗାଣ ବର୍ଷା ଯୋଗୁଁ ଟ୍ୱିନ୍‌ ସିଟି ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷାଜଳ ନିଷ୍କାସନ ହୋଇନପାରିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସହର
Read more

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ଶନିବାର ଭୋର ୪.୧୦ମିନିଟରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ହୃଦଘାତ କାରଣରୁ
Read more

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ଅଧା ପୋଡିଗଲା ଡିଜେଲ ଭର୍ତ୍ତି ଟ୍ୟାଙ୍କର ଲିଙ୍କ୍‌ରୋଡ୍‌ସ୍ଥିତ ସନ୍ତୋଷ କୁମାର ଆଣ୍ଡ୍‌ କୋ ପେଟ୍ରୋଲ ପମ୍ପରେ ମଙ୍ଗଳବାର ରାତି ୭ଟାରେ ଅଗ୍ନିକାଣ୍ଡ ଘଟିଛି। ତେଲ ଅନ୍‌ଲୋଡ୍‌ ସମୟରେ ଏକ ଟ୍ୟାଙ୍କ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା।
Read more