hirakud gate

ମହାନଦୀରେ ଆସୁଛି ବନ୍ୟା,ହୀରାକୁଦ ଖୋଲିଲା ୨୫ ଗେଟ୍‌

ମହାନଦୀରେ ବନ୍ୟା ଆଶଙ୍କା। ହୀରାକୁଦରୁ ୨୫ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ପୂର୍ବରୁ ୨୦ଟି ଗେଟ ଦେଇ ବନ୍ୟା ଜଳ ଛଡାଯାଉଥିଲା । ମହାନଦୀ ଅବବାହିକାରେ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ
Read more