padman

ଅକ୍ଷୟ କୁମାର ଙ୍କ ଫିଲ୍ମ ‘ପ୍ୟାଡ଼୍‍ ମ୍ୟାନ୍‌’ର ରିଲିଜ୍‌ ତାରିଖ ବଦଳିଲା,ଜାଣନ୍ତୁ ଏହାର କାରଣ କ’ଣ

ଜାନୁୟାରୀ ୨୬ ତାରିଖ ରେ ରିଲିଜ୍‌ ହେବ ବୋଲି ଘୋଷିତ ହୋଏଇଥିବା ଅକ୍ଷୟ କୁମାର ଙ୍କ  ଫିଲ୍ମ ” ପ୍ୟାଡ଼୍‍ ମ୍ୟାନ୍‌” ର  ରିଲିଜ୍‌ ତାରିଖ ବଦଳି ଯାଇଛି  । ଏହା ଜାନୁୟାରୀ ୨୫ ତାରିଖରେ ରିଲିଜ୍‌ ହେବ।
Read more