Padmavati

ଧମକ ଦେଲେ ରାଜପୁତ ନେତା ,ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାରେ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

ବଂଶାଲୀଙ୍କ ଫିଲ୍ମ ପଦ୍ମାବତୀ ଏକ ଜାତୀୟ ବିବାଦ ଭାବରେ ମୁଣ୍ଡ ଟେକିବା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏଥିପାଇଁ ଯେ କେବଳ ଫିଲ୍ମ ପଦ୍ମାବତୀର ଅଭିନେତା ବା ଅଭିନେତ୍ରୀଙ୍କ ଜୀବନ ବିପଦରେ
Read more