Papu Pom Pom

ପୁଣି ହସାଇବେ ପପୁ ପମ ପମ

ଭୁବନେଶ୍ଵରରେ ଅନୁଷ୍ଟିତ ଏକ ଉଦଘାଟନୀ ଉସର୍ବରେ ଯୋଗ ଦେଇଛନ୍ତି ହାସ୍ୟ ଅଭିନେତା ପପୁ ପମପମ। ଏବେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି। ସୂଚନାଯୋଗ୍ୟ ଯେ, ପପୁ (ଅଗ୍ନାଶୟ) ପାନ୍‌କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ।
Read more