rajsthan governer

ବାଧୁଛି ଜେଲ ଦଣ୍ଡ,ରାଜକ୍ଷମା ଲୋଡ଼ିଲେ ଆଶାରାମ

ବୃଦ୍ଧକାଳରେ ଆଉ ସହି ହେଉନାହିଁ ଅଜୀବନ କାରାଦଣ୍ଡ। ଆଶାରାମକୁ ବାଧୁଛି ଜେଲ ଦଣ୍ଡ। ରାଜ୍ୟପାଳଙ୍କୁ କ୍ଷମା ମାଗିଲେ ଆତ୍ମଘୋଷିତ ବାବା ଅଶାରାମ ବାପୁ। ଏ ନେଇ ସେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ନିକଟକୁ
Read more