swizerland

ସୁଇଜରଲ୍ୟାଣ୍ଡରେ ସ୍ଥାପନା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

ବଲିଉଡର ଚାନ୍ଦିନୀ ତଥା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୂର୍ତ୍ତି ସୁଇଜରଲ୍ୟାଣ୍ଡରେ ସ୍ଥାପନା କରାଯିବ। ସୁଇଜରଲ୍ୟାଣ୍ଡ ପ୍ରଶାସନ ଦ୍ୱାରା ଏହି ସୂଚନା ଦିଆଯାଇଛି। ଶ୍ରୀଦେବୀଙ୍କ ସୁପରହିଟ୍‌ ଫିଲ୍ମ ‘ଚାନ୍ଦ୍‌ନୀ’ ସୁଇଜରଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ଶୁଟିଂ
Read more