water areodrum

କେନ୍ଦ୍ର ସରକାରଙ୍କ ନିଷ୍ପତି:ଚିଲିକାରେ ହେବନି ଜଳ ବିମାନ ବନ୍ଦର

ଚିଲିକାରେ ଜଳ ବିମାନ ବନ୍ଦର ନହେବାର ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଚିଲିକାରେ ଜଳ ବିମାନ ବନ୍ଦର କରାଗଲେ ପଖାପାଖି ୧୦ ଲକ୍ଷ ପକ୍ଷୀ ପ୍ରଭାବିତ ହେଉଥିବା ବେଳେ ଜଳଚର ଜୀବ ମାନଙ୍କ ଜୀବନ
Read more