କେବଳ ତମ୍ବାଖୁ ଓ ସିଗାରେଟ ନୁହେଁ ଏହି ଜିନିଷ ମଧ୍ୟ ଖାଇବାଦ୍ଵାରା ହୋଇପାରେ କ୍ୟାନସର! ଜାଣନ୍ତୁ

ତମ୍ବାଖୁ ଓ ସିଗାରେଟର ପ୍ୟାକେଟ ଉପରେ ଲେଖାହେଇଥିବା କଥାକୁ ତ ଆପଣ ଅନେକ ଥର ପଢ଼ିଥିବେ ଓ ଦେଖିଥିବେ ମଧ୍ୟ। ତମ୍ବାଖୁର ସେବନ ଶରୀର ପାଇଁ ବେଶ କ୍ଷତିକାରକ ଅଟେ। ଏହାକୁ ସେବନ କରିବା ଦ୍ଵାରା ଅନେକ ପ୍ରକାର ରୋଗ ସମସ୍ୟା ଦେଖାଦେଇଥାଏ। ଆହୁରି କେତେକ ଜିନିଷ ଅଛି ଯାହାକୁ ଖାଇବା/ ବ୍ୟବହାର କରିବା ଦ୍ଵାରା କ୍ୟାନସର ଏବଂ ହୃଦଘାତ ମଧ୍ୟ ହୋଇଥାଏ।

ଜାଣନ୍ତୁ ସେ ସମ୍ପର୍କରେ-

  • ଚିପ୍ସ -ଚିପ୍ସ ଖାଇବା କାହାକୁ ବା ପସନ୍ଦ ନୁହେଁ କିନ୍ତୁ ସୂଚନା ଅନୁସାରେ ଜାଣିରଖନ୍ତୁ କି ଏହାକୁ ଖାଇବା ଦ୍ୱାରା ୨୭% କ୍ୟାନ୍ସରର ବିପତି ବଢ଼ିଯାଇଥାଏ।
  • ୱାଇନ-ଯେଉଁଠାରେ ୱାଇନ ଶରୀର ପାଁଇ ଭଲ ହେଇଥାଏ ଅନ୍ୟ ପଟେ ଏକ ରିସର୍ଚ୍ଚରୁ ଏହା ମଧ୍ୟ ଜଣାଯାଇଛି କି ଏହା ପିଇବା ଦ୍ୱାରା କ୍ୟାନ୍ସରର ମୁଖ୍ୟ କାରଣ ହେଇଥାଏ। ଏହି ଗବେଷଣାରୁ ଏହା ଜଣାଯାଇଛି କି ପ୍ରତେକ ଦିନ ଅଧା ଗ୍ଲାସ ୱାଇନ ପିଇବା ଦ୍ୱାରା କ୍ୟାନ୍ସର ର ବିପତି ୧୬୦% ପ୍ରତିସଦ ବଢ଼ିଯାଇଥାଏ।
  • କେଶ କଲର-କିଛି ଲୋକେ ନିଜର ବୟସକୁ ଲୁଚାଇବା ପାଁଇ କେଶ କଲର କରିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି ୧୫ ବର୍ଷରୁ ଅଧିକ ସମୟ କେଶ କଲର କରିବା ଦ୍ୱାରା ମଧ୍ୟ କ୍ୟାନ୍ସର ର ସମ୍ଭାବନା ରହିଥାଏ।
  • ମୋବାଇଲ ଫୋନ-ଅଧିକ ସମୟଧରି ମୋବାଇଲ ଫୋନକୁ ବ୍ୟବହାର କରିବା ଦ୍ୱାରା ଏହା ଆମ ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାଦ୍ୱାରା ମସ୍ତିଷ୍କ କ୍ୟାନ୍ସରର ସମ୍ଭାବନା ବଢ଼ିଯାଇଥାଏ।
  • ଭିଟାମିନ ଇ- କେତେକ ଲୋକଙ୍କ ଉପରେ ହେଇଥିବା ଏକ ଗବେଷଣାରୁ ଜଣାଯାଇଛି କି ଭିଟାମିନ ଇ ର ମାତ୍ରା କମିଲେ କ୍ୟାନ୍ସର ର ବିପତି ବଢିଥାଏ।

ପଢନ୍ତୁ;

କେରଳ ଲଭ୍‌ ଜିହାଦ ମାମଲା : ହାଦିୟାଙ୍କ ବିବାହ ବୈଧ

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ