ଆଜି ତାଳଚେରର ପ୍ରସିଦ୍ଧ ହେଙ୍ଗୁଳା ଯାତରେ ଶୁଣିବା ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

ଆଜି ହେଉଛି ତାଳଚେରର ପ୍ରସିଦ୍ଧ ଦେବୀ ହେଙ୍ଗୁଳାଙ୍କ ‘ହେଙ୍ଗୁଳା ଯାତ’। Enewsodia ପ୍ରତ୍ୟେକଟି ପର୍ବ ପର୍ବାଣୀ  ଏବଂ ଯାନି ଯାତ୍ରା ରେ ଆପଣଙ୍କୁ ନୂଆ ନୂଆ ମନଛୁଆଁ ଗୀତ ଭେଟିଦିଏ । ଯାହା ପ୍ରତ୍ୟେକଟି ହୃଦୟକୁ  ଛୁଇଁଯାଏ । ନିକଟରେ ପୁଣିଥରେ ଠିକ ସେହିଭଳି ଏକ ହୃଦୟସ୍ପର୍ଶୀ ଭଜନ ରିଲିଜ ହୋଇଥିଲା। ଯେଉଁ ଭଜନଟିର ଟାଇଟେଲ ରହିଛି “ଆସୁଛି ହେଙ୍ଗୁଳା ଯାତ“। ଆସନ୍ତୁ ଶୁଣିବା ସେହି ସୁନ୍ଦର ଗୀତ କୁନି ଝିଅ ପୂର୍ବୀ ପ୍ରଧାନଙ୍କ କଣ୍ଠରୁ ଆସୁଛି ହେଙ୍ଗୁଳ ଯାତ।

ଏହି ଗୀତଟିର ଷ୍ଟୂଡିଓଭର୍ସନ enewsodia ୟୁଟୁବ ଚ୍ୟାନଲରେ ରିଲିଜ ହୋଇଛି। ଏହି ଗୀତଟିରେ କଣ୍ଠଦାନ କରିଛନ୍ତି କୁନି ଝିଅ ପୂର୍ବୀ ପ୍ରଧାନ । ଏହି ଗୀତଟିକୁ ପ୍ରଯୋଜିତ  କରିଛନ୍ତି ଗାୟତ୍ରୀ ପ୍ରଧାନ। ସଂଗୀତ ନିର୍ଦେଶନା   ଦେଇଛନ୍ତି ଶିଶିର କୁମାର ମିଶ୍ର। ଓ ଗିତଟିକୁ ଲେଖିଛନ୍ତି  ଜୟନ୍ତ ପ୍ରଧାନ।

Related posts

ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ

କୋର୍ଟରେ ବିଚାରପତିମାନଙ୍କୁ ସମ୍ବୋଧନ ହେବନି ‘ମାଇ ଲର୍ଡ’ କିମ୍ବା ‘ୟୋର ଲର୍ଡ ସିପ’

ସାରା ବିଶ୍ୱରେ ୮୨ କୋଟିରୁ ଅଧିକ ଲୋକ ଭୋକରେ