ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହନୁମାନଙ୍କ ଫୋଟ ରଖିଲେ, କରନ୍ତୁ ନାହିଁ ଏହି ସବୁ ଭୁଲ !

ବାସ୍ତୁଶାସ୍ତ୍ର ଅନୁସାରେ ହିନ୍ଦୁଧର୍ମରେ ବହୁତ କିଛି ଏମିତି କଥା ଅଛି ଯାହା ଆମେ ଜାଣି ନ ଥାଉ । ପ୍ରତ୍ୟେକ ଲୋକଙ୍କ ଘରର ପୂଜା ସ୍ଥାନରେ ବିଭିନ୍ନ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି କି ଏଭଳି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । କିନ୍ତୁ ଯଦି ଆପଣ ଘରେ ହନୁମାନ ମୂର୍ତ୍ତି କିମ୍ବା ଫଟୋ ପୂଜା କରୁଛନ୍ତି, ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ୍ ।

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଟିପ୍ସ :-

  • ରାମ ଭକ୍ତ ହନୁମାନ ଙ୍କର ଫଟୋ ଘରେ ଲଗାଇବା ବେଳେ ଧ୍ୟାନ ଦିଅନ୍ତୁ କି ଏହି ଫଟୋ ଯେପରି ଶୋଇବା ଘରେ ନ ରୁହେ । କାରଣ ହନୁମାନ ବାଲବ୍ରହ୍ମଚାରୀ ଅଟନ୍ତି ।
  • ଯେଉଁ ଫଟୋରେ ହନୁମାନ ତାଙ୍କର ବିଶାଳ ଶକ୍ତି ପ୍ରଦର୍ଶନ କରିଥିବେ ସେହି ଫଟୋକୁ ଘରେ ଲଗାନ୍ତୁ, ଏହାଦ୍ୱାରା ବ୍ୟକ୍ତି ଖରାପ ପ୍ରଭାବରୁ ରକ୍ଷା ପାଇ ପାରିବେ।

  • ଭଗବାନଙ୍କ ଫୋଟୋ ରଖିଲେ ପ୍ରତିଦିନ ପୂଜା କରିବା ଦରକାର।
  • ପ୍ରଦିଦିନ ହନୁମାନଙ୍କ ପୂଜା କାଲେ , ଭଗବାନଙ୍କ କୃପା ସଦେବ ଆପଣଙ୍କ ଉପରେ ରହିବ।
  • ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନ ଙ୍କର ଦକ୍ଷିଣ କୋଣରେ ପ୍ରଭାବ ଅଧିକ ଥାଏ । ସେଥିପାଇଁ ଘରର ଦକ୍ଷିଣ କୋଣରେ ହନୁମାନଙ୍କ ଫଟୋ ଲଗାନ୍ତୁ । ସୀତା ମାତାଙ୍କୁ ଖୋଜିବା ପାଇଁ ବି ହନୁମାନ ଦକ୍ଷିଣ କୋଣକୁ ଯାଇଥିଲେ । ଏହି କୋଣରେ ଫଟୋ ଲଗାଇବାର କାରଣ ହେଉଛି ଏହି କୋଣ ଦେଇ ଆସୁଥିବା ସମସ୍ତ ନକରାତ୍ମ ଶକ୍ତିକୁ ହନୁମାନ ରୋକି ଦେଇଥାନ୍ତି ।

ପଢନ୍ତୁ ; ଚର୍ମରୋଗ ଦୂର କରିଥାଏ “ହଳଦୀ”! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

Related posts

ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଜାଣନ୍ତୁ ରାଶି ସମ୍ପର୍କରେ

ଜାଣନ୍ତୁ ଭାଦ୍ରବ ମାସର ବିଶେଷତ୍ବ ଏବଂ ଏହା ସହିତ ଜଡିତ କିଛି ତଥ୍ୟ

ଏପରି କରନ୍ତୁ ବୁନ୍ଦି ଲଡ଼ୁର ବ୍ୟବହାର ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି