ଅଫିସରେ କାମ କରିବାକୁ ମନ ଲାଗୁନାହିଁ କି ? ଏଥିପାଇଁ ବାସ୍ତୁଦୋଷ ହୋଇପାରେ ବଡ କାରଣ ; ଜାଣନ୍ତୁ

ଆପଣଙ୍କୁ ଅଫିସରେ କାମ କରିବାକୁ ମନ ଲାଗୁନାହିଁ  ,ଥକା ଥକା ଲାଗୁଥାଏ ,ତାହାଲେ  ଆପଣ ଏଥିପାଇଁ ନିଜର ଦୋଷ ଦିଅନ୍ତୁ ନାହିଁ , କାରଣ ଏହା ବାସ୍ତୁଦୋଷ କାରଣ ରୁ ମଧ୍ୟ ହୋଇଥାଏ ।

ଯଦି ଆପଣଙ୍କ ପାଖରେ ବାସ୍ତୁଦୋଷ  ରହିଥାଏ ତାହାଲେ ଆପଣଙ୍କ ମନରେ ନିରାସ ଭାବନା ଜାତ ହୋଇଥାଏ  ଏହାଦ୍ବାରା ଆପଣଙ୍କ କାମ ମଧ୍ୟ ପ୍ରବାହିତ ହୋଇଥାଏ। ଯାହା କୁହାଯାଉଛି ସେଇ ଉପାୟ ଗୁଡିକୁ ଆପଣନ୍ତୁ ,ଯାହାଦ୍ୱାରା ଆପଣଙ୍କ ଅଫିସର ଆଖପାଖରେ ଥିବା ପରିଶାନ ଦୂର ହେବ।;

-ଯଦି ଆପଣ ଅଫିସ ଯାଉଛନ୍ତି ,ସେଠି ଆପଣଙ୍କୁ ନକରାତ୍ମକ ଊର୍ଜା ଅନୁଭବ ହୁଏ ,ତାହାଲେ ଆପଣ ଲୁଣ ରେ ୨୭ ଦିନ ପ୍ରାଯନ୍ତ ଲଗାତର ପ୍ୟୁଛା ଲଗାନ୍ତୁ । ଏହା କରିବା ଦ୍ଵାରା ଅଫିସର ପରେ ଆପଣଙ୍କୁ ଥକା ଲାଗିବା ନାହିଁ।

-ଯଦି ଆପଣ କାହାସହିତ ବେବସାୟ ବିଷୟରେ କଥା ହେବାକୁ ଚହ୍ନୁଞ୍ଚନ୍ତି ,ତାହାଲେ ପୂର୍ବକୁ ବସି କଥା ହୁଅନ୍ତୁ ।

-ଯଦି ଆପଣଙ୍କ ଜନ୍ମତିଥିରେ ଜଳତତ୍ଵ ଦୁର୍ବଳ ଅଟେ ,ତେବେ ଅଫିସ ର କାନ୍ଥରେ ଡ଼ଲଫିନର ଫୋଟୋ ଲଗାନ୍ତୁ ।

-କମ୍ପାନୀର ମାଲିକ ମଧ୍ୟ  ଶୁଭ  ଦିଗରେ ବସିବା ଦରକାର ,ଏହା ଦ୍ଵାରା  ଆପଣଙ୍କ ବେପାର ମଧ୍ୟ ଉପରକୁ ଯାଇପାରେ ।

-ବେପାରରେ ସଫଳତା ପାଇବାକୁ ହେଲେ ଆପଣଙ୍କ ଉତ୍ତର କିମ୍ବା ଉତ୍ତରପଶ୍ଚିମ ଦିଗକୁ ସକ୍ରିୟ ରଖିବା ଦରକାର ।

-ଭଗବାନ କୁବେରଙ୍କୁ ଧନ ଓ ସମୁର୍ଦ୍ଧୀର ଦେବତା ମନାଯାଏ ଏବଂ ତାଙ୍କର ରହିବାସ୍ତ୍ତାନ ଉତ୍ତରଦିଗ ମାନିଥାଉ ,ଏଥିପାଇଁ ଉତ୍ତର ଓ ଉତ୍ତରପୂର୍ବ ଦିଗର ସନ୍ତୁଳତା ପାଇଁ ଚେଷ୍ଟା କରନ୍ତୁ । ସନ୍ତୁଳତା ରଖିବା ପାଇଁ ଆପଣ ସେହି ଦିଗରେ କୁବେରଙ୍କ ଫୋଟୋ ଲଗାନ୍ତୁ ।

-କୌଣସୀ ନୂଆ କାମ ଆରମ୍ବ କରିବାକୁ ଚହ୍ନୁଛନ୍ତି ,ତାହାଲେ ବାସ୍ତୁଦୋଷକୁ ଧ୍ୟାନ ଦିଅନ୍ତୁ । ଅଫିସ କିମ୍ବା ଦୋକାନର ଆରମ୍ବ ସମୟରେ ଲଗ୍ନ ,ଚନ୍ଦ୍ର ଓ ନକ୍ଷତ୍ର ର ଠିକଦଶା ନିରୂପଣ କରିବା ନିହାତି ଦରକାର ।

ପଢନ୍ତୁ ;

ଏଥର ୧୮ ବର୍ଷିଆ ଯୁବକ ଭୂମିକାରେ ଦେଖିବାକୁ ପାଇବେ ସଲ୍‌ମନ୍‌ଙ୍କୁ

Related posts

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି 

ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

ବାସ୍ତୁଶାସ୍ତ୍ର ମୁତାବକ ଜଳଉତ୍ସ ଘରର କେଉଁ ସ୍ଥାନରେ ରହିଲେ କିପରି ଫଳ ଦେଇଥାଏ