ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା

ଟ୍ରାକ ମରାମତି ବେଳେ ଅଘଟଣ

ଆଜି ସକାଳେ ବିଶଖାପାଟଣା–ଅମୃତସର ଏକ୍ସପ୍ରେସ ଟ୍ରେନ୍ ଶ୍ୟାମାଚରଣପୁର ନିକଟରେ ଯାଉଥିବା ବେଳେ ଟ୍ରାକ ମରାମତି ହେଉଥିଲା । ତେଣୁ ଟ୍ରେନଟି ଅପ୍ ଲାଇନରେ ଧୀରେ ଧୀରେ ଯାଉଥିବାବେଳେ କୌଣସି କାରଣରୁ ଇଞ୍ଜିନର ଆଗ ଚକ୍ ଟ୍ରାକକୁ ଖସିଯାଇଥିିଲା । ଟ୍ରେନ୍ ଇଞ୍ଜିନର ଦୁଇଟି ଆଗ ଚକ ସ୍ଲିପ୍ କରି ଯାଇଥିବାବେଳେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସେ ବ୍ରେକ ମାରି ଟ୍ରେନକୁ ଅଟକାଇବା ସହିତ ଏ ନେଇ ଢେଙ୍କାନାଳ ଷ୍ଟେସନକୁ ସୂଚନା ଦେଇଥିଲେ । ପ୍ରାୟ ୧ ଘଣ୍ଟା ପରିଶ୍ରମ କରାଯିବା ପରେ ଇଞ୍ଜିନର ଚକକୁ ତାର ପୂର୍ବସ୍ଥାନରେ ରଖାଯିବା ପରେ ଟ୍ରେନଟି ତାର ଗନ୍ତବ୍ୟ ପଥରେ ଯାତ୍ରା କରିଛି।

ପଢନ୍ତୁ : ଶେଷ ହେଲା ଗ୍ରୀଷ୍ମ ଛୁଟି,ଖୋଲିଲା ସ୍କୁଲ

Related posts

ବ୍ୟାନ୍‌ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

ୟୁନିଫର୍ମରେ ଲେଫ୍‌ଟିନାଣ୍ଟ୍‌ କର୍ଣ୍ଣଲ ଏମ୍‌ଏସ୍‌ ଧୋନି