ବିଭାହ ସମୟରେ ପୁଅ ଝିଅଙ୍କ ବୟସରେ ଅନ୍ତର ରକ୍ଷାଯାଏ କାହିଁକି ଜାଣନ୍ତୁ ?

ସମସ୍ତଙ୍କ ଜୀବନରେ ବିଭାହ ବହୁତ ମହତ୍ଵ ପୂର୍ଣ ହୋଇଥାଏ । ବିଭାହ ବନ୍ଧନରେ ଆବଦ୍ଧ ହେବା ପରେ ବହୁତ ଲୋକଙ୍କ ଜୀବନ ମଧ୍ୟ ବଦଳି ଯାଇଥାଏ । ପୁଅ ହେଉ କି ଝିଅ ଦୁହିଁଙ୍କ ପାଁଇ ଏହି ବିଭାହ ମହତ୍ଵ ପୂର୍ଣ । ବିବାହ ପୂର୍ବରୁ ପୁଅ , ଝିଅ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିଥାନ୍ତି ।

ଘରଲୋକେ ଏହି ବିଭାହ ନିସ୍ପତି ବହୁତ ଭାବିଚିନ୍ତି ନିଷ୍ପତି ନେଇଥାନ୍ତି । ଏହି ନିଷ୍ପତି ନେବା ସମୟରେ ସର୍ବଦା ଦୁହିଁଙ୍କ ବୟସର ବ୍ୟବଧାନକୁ ଦେଖିଥାନ୍ତି ।  ଏହା କଣ ପାଇ ଦେଖାଯାଏ ଓ ଦୁହିଁଙ୍କ ମଧ୍ୟରେ କେତେ ବୟସର ବ୍ୟବଧାନ ରହିବ ଉଚିତ ଆସନ୍ତୁ ଜାଣିବା ।

କେତେ ବୟସର ବ୍ୟବଧାନ ରହିବ ଉଚିତ ଜାଣନ୍ତୁ :-

  • ବିବାହ ପରେ ଝିଅ ମାନେ ସର୍ବଦା ଚିନ୍ତିତ ଥାଆନ୍ତି ।  ଏହି ସମୟରେ ଯଦି ଦୁହିଁଙ୍କ ମଧ୍ୟରେ ୨-୩ ବର୍ଷ ସମୟ ବ୍ୟବଧାନ ଥିବା ତ ଆପଣ ତାଙ୍କ ମନକୁ କଥାରେ ପରିବର୍ତନ କରିପାରିବେ ।
  • ବିବାହ ସମୟରେ ଦୁହିଁଙ୍କ ମଧ୍ୟରେ ବୟସର ବ୍ୟବଧାନ ଏଥି ପାଁଇ ମଧ୍ୟ ଥାଏ ଯେ ଜଣେ ଅନ୍ୟ ଜଣକୁ ସଂମାନ ଦେଇଥାଏ ।  ଯଦି ଏକ ବୟସର ତ ଦୁହିଁଙ୍କ ମଧ୍ୟରେ ସଂମାନ ଅଭାବ ଥାଏ ।
  • ଏହା ମଧ୍ୟ ଅନେକ ସ୍ଥାନରେ ଦେଖାଦେଇଛି ଯେ ଯଦି ପୁଅ , ଝିଅ ଦୁହିଁଙ୍କ ବୟସ ସମାନ ତେବେ ଦୁହିଁଙ୍କ ମଧ୍ୟରେ ସର୍ବଦା କଳି ଝଗଡା ଲାଗିରହେ ।
  • ୨-୩ ବର୍ଷ ସମୟ ବ୍ୟବଧାନ ଥିଲେ ଅସୁବିଧା ଗୁଡିକ ବହୁତ ସହଜରେ ସମାଧାନ ହୋଇଯିବ ।

ପଢନ୍ତୁ ;

ବକ୍ସ ଅଫିସରେ ମୁହାଁ ମୁହିଁ ହେବେ ଆମିର୍ ଖାନ୍ ଓ ରଜନୀକାନ୍ତ

Related posts

ପ୍ରତିଦିନ ଟମାଟୋ ସୁପ୍‌ ପିଇବାଦ୍ଵାରା ମିଳିଥାଏ ଏହି ସବୁ ଉପକାର! ଜାଣନ୍ତୁ

ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଗାଜର

ଆସନ୍ତୁ ଜାଣିବା ହଳଦୀ ତେଲର ଉପକାରିତା ସମ୍ପର୍କରେ