ଜୋତିଷଶାସ୍ତ୍ର ଅନୁଯାୟୀ ଜାଣିରଖନ୍ତୁ କେଉଁ ରଙ୍ଗର ଗାଡି ଆପଣଙ୍କ ରାଶି ପାଇଁ ଶୁଭ ହେଇଥାଏ?

ନିଜ ନିଜ ପସନ୍ଦର ଗାଡି କିଣିବାକୁ ସମସ୍ତେ ଚହ୍ନାନ୍ତି । କିନ୍ତୁ ରାଶି ଅନୁଯାୟୀ ଗାଡି କିଣିବା ବେଶ ଲାଭଦାୟକ ହୋଇଥାଏ। ଆଉ ହଁ ,ଜୋତିଷଶାସ୍ତ୍ରରେ ମଧ୍ୟ ଏହା ସମ୍ପର୍କରେ କୁହାଯାଇଛି।

ଜୋତିଷଶାସ୍ତ୍ର ଅନୁସାରେ ଗାଡି କିଣିବା ପୂର୍ବରୁ ସୁନିଶ୍ଚିତ କରି ନିଅନ୍ତୁ କି କେଉଁ ରଙ୍ଗର ଗାଡି ଆପଣଙ୍କ ରାଶି ପାଇଁ  ଶୁଭ ହେଇଥାଏ।

  • ମେଷ ରାଶି :ଯଦି ମେଷ ରାଶିର ଲୋକଙ୍କର ଗାଡି କିଣିବାକୁ ଇଚ୍ଛା ରହିଥାଏ ତେବେ ସବୁ ନୀଳ ରଙ୍ଗର ଗାଡି କିଣନ୍ତୁ କିନ୍ତୁ କଳା କିମ୍ଭା ଧୂସର ରଙ୍ଗର ଗାଡି କିଣନ୍ତୁ ନାହିଁ । ଏହା ବିପଦପୂର୍ଣ ହୋଇପାରେ।
  • ବୃଷ ରାଶି :ଏହି ରାଶିର ବ୍ୟକ୍ତି ମାନେ ଯଦି ଗାଡି କିଣିବାକୁ ଇଚ୍ଛା କରୁଛନ୍ତି ସେମାନେ ଧଳା କିମ୍ବା କ୍ରିମ ରଙ୍ଗର ଗାଡି କିଣିପାରିବେ ।  ଏବଂ ଏହା ସହ ଚକଲେଟ ପରି ଲାଲ , ଗୁଲାବ ଆଦି ରଙ୍ଗର ଗାଡି ଶୁଭ ହେଇଥାଏ।
  • ମିଥୁନ ରାଶି:  ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସବୁଜ ରଙ୍ଗର ଗାଡି ଶୁଭ ହେଇଥାଏ।
  •  କର୍କଟ ରାଶି :ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଚକଲେଟ କାଳର ପରି ଲାଲ, କଳା ଓ ହଳଦିଆ ରଙ୍ଗ ଶୁଭ ହେଇଥାଏ ।  ଏବଂ ନିଜ ଗାଡିରେ ହନୁମାନଙ୍କର ମୂର୍ତି ରଖିବା ଉଚିତ।
  •  ସିଂହ ରାଶି :ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଗ୍ରେ କଲର ଆଦି ବହୁତ ଶୁଭ ହେଇଥାଏ ।
  • କନ୍ୟା ରାଶି :ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ବହୁତ ଶୁଭ ହେଇଥାଏ । ଯେତେ ସମ୍ଭବ ଆପଣ ଲାଲ ରଙ୍ଗର ଗାଡି କିଣିବାକୁ ଦୁରେଇ ରୁହନ୍ତୁ ।
  • ତୁଳା ରାଶି :ଏହି ରାଶିର ବ୍ୟକ୍ତିଙ୍କର ଗ୍ରହ ସ୍ୱାମୀ ଶନି ହେଇଥାଏ ।  ସେହି ଲୋକଙ୍କ ପାଁଇ କଳା ଓ ଧୂସର ରଙ୍ଗ ଅତ୍ୟନ୍ତ ଶୁଭ ହେଇଥାଏ ।
  • ବିଛା ରାଶି :ଏହି ରାଶିର ଜାତକଙ୍କ ବ୍ୟକ୍ତିଙ୍କ ପାଁଇ ଧଳା ରଙ୍ଗର ଗାଡି ବହୁତ ଶୁଭ ହେଇଥାଏ ।
  • ଧନୁ ରାଶି :ଏହି ରାଶିର ବ୍ୟକ୍ତିଙ୍କ ପାଁଇ ଲାଲ କିମ୍ବା ସୀଲଭର ରଙ୍ଗ ବହୁତ ଶୁଭ ହେଇଥାଏ ।  କିନ୍ତୁ କଳା ଓ ନୀଳ ରଙ୍ଗର ବ୍ୟକ୍ତିଙ୍କ ପାଁଇ ଅଶୁଭ ହେଇଥାଏ ।
  • ମକର ରାଶି :ଏହି ରାଶିର ବ୍ୟକ୍ତିଙ୍କ ପାଁଇ ନୀଳ ଓ ଲାଲ ରଙ୍ଗ ବହୁତ ଶୁଭ ହେଇଥାଏ , ତେଣୁ ଏହି ରାଶିର ବ୍ୟକ୍ତି ମାନେ ଏହି ସବୁ ରଙ୍ଗର ଗାଡି କିଣିବା ଉଚିତ।
  • କୁମ୍ଭ ରାଶି :ଏହି ରାଶିର ଜାତକର ବ୍ୟକ୍ତିଙ୍କ ପାଁଇ ଧଳା ଓ ନୀଳ ରଙ୍ଗ ବହୁତ ଶୁଭ ହେଇଥାଏ ।  କିନ୍ତୁ ଗୋଟେ କଥା ଧ୍ୟାନ ଦିଅନ୍ତୁ କି ସେହି ଗାଡି ରେ ଶିବଙ୍କର ଫୋଟୋ ଲଗାନ୍ତୁ ।
  • ମୀନ ରାଶି:ଏହି ରାଶିର ବ୍ୟକ୍ତିଙ୍କ ପାଁଇ ସୁନା ରଙ୍ଗ , ହଳଦିଆ ରଙ୍ଗ ଓ ନାରଙ୍ଗୀ ରଙ୍ଗ ବହୁତ ଶୁଭ ହେଇଥାଏ ତେଣୁ ଏହି ରଙ୍ଗର ଗାଡି କିଣିବା ଉଚିତ ।

ପଢନ୍ତୁ;

ଆପଣ ରାତିରେ କେଶ ସଫା କରୁଛନ୍ତି କି? ସାବଧାନ ! ଏହା ଆପଣଙ୍କ କେଶ ପାଇଁ କ୍ଷତିକାରକ ହୋଇଥାଏ

 

Related posts

ଆପଣଙ୍କ ଲଭ୍ ଲାଇଫ୍ ଉପରେ କଣ କହୁଛି ଆପଣଙ୍କ ରାଶି, ଆସନ୍ତୁ ଜାଣିବା

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ