ମନ୍ଦିର ପରିସରରେ କ’ଣ ପାଇଁ ପରିକ୍ରମା କରାଯାଏ ଜାଣନ୍ତୁ ?

ପୂଜା ସମୟରେ ଦେବୀ ଦେବତାଙ୍କ ପରିକ୍ରମା କରାଯାଏ

ସମସ୍ତେ ମନ୍ଦିର ଜାଆନ୍ତି । ପୂଜା ସମୟରେ ଦେବୀ ଦେବତାଙ୍କ ପରିକ୍ରମା କରାଯାଇଥାଏ । ଭଗବାନଙ୍କ ପରିକ୍ରମା କରିବା ଦ୍ୱାରା ଅନେକ ପୁର୍ଣ୍ୟ ପ୍ରାପ୍ତି ହେଇଥାଏ ।  ଯେଉଁ ମନ୍ଦିରରେ ସମ୍ପୂର୍ଣ ବିଧି ବିଧାନ ସହକାରେ ଭଗବାନ ଙ୍କ ମୂର୍ତି ସ୍ଥାପନ କରାଯାଇଥାଏ ସେହି ସ୍ଥାନ ରେ ସର୍ବଦା ଦୈବିକ ଶକ୍ତି ରହିଥାଏ । ଭଗବାନଙ୍କୁ ପରିକ୍ରମା କରିବା ଦ୍ୱାରା ଏହି ସକାରତ୍ମକ ଶକ୍ତିର ପ୍ରଭାବ ଆମ ଉପରେ ପଡିଥାଏ ।

ଆଜିର ଏହି ବିଜ୍ଞାନ ଯୁଗରେ ମଧ୍ୟ ବୈଜ୍ଞାନିକ ମାନେ କହିଛନ୍ତି କି ମନ୍ଦିର ପରିସର ରେ କିଛି ସକାରାତ୍ମକ ଶକ୍ତି ରହିଥାଏ ।  ଯାହା କି ସେଠାକାର ମନ୍ତ୍ର ଉଚ୍ଚାରଣ ଏବଂ ଧାର୍ମିକ ଉଦେଶ୍ୟ ଯୋଗୁ ହେଇଥାଏ ।  ଏହା ହିଁ କାରଣ ରହିଥାଏ କି ଧାର୍ମିକ ସ୍ତଳୀକୁ ଯିବାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହେଇଥାଏ ।

ଯେଉଁ ଦେବୀ ଦେବତାଙ୍କ ପରିକ୍ରମା କରାଯାଉଛି , ସେ ସମୟରେ ତାଙ୍କ ମନ୍ତ୍ରର ଜପ କରନ୍ତୁ ।  ପରିକ୍ରମା ସମୟରେ ମନରେ କୌଣସି ଖରାପ ଭାବନା , ଦୁଃଖ ଆଦି ରଖନ୍ତୁ ନାହିଁ ।  ଖାଲି ପାଦ ରେ ହିଁ ଭଗବାନଙ୍କ ପରିକ୍ରମା କରନ୍ତୁ ।  ଯଦି ପରିକ୍ରମା କରିବା ସମୟରେ ତୁଳସୀ କିମ୍ବା ରୁଦ୍ରାକ୍ଷର ମାଳା ପିନ୍ଧିବେ ତ ଆହୁରି ଶୁଭ ହେବ । ଆପଣଙ୍କ ସବୁ ଇଛା ପୂର୍ଣ୍ଣ ହେବ । ଆପଣ ସଦେବ ଖୁସିରେ ରହିବେ ।

ସେହିପରି ଧାର୍ମିକ ମାନ୍ୟତା ଅନୁସାରେ ଯେବେ ଗଣେଶ ଓ କାର୍ତିକଙ୍କ ମଧ୍ୟରେ ସଂସାରର ପରିକ୍ରମା କରିବାର ଆଲୋଚନା ହେଇଥିଲା ତ ସେହି ସମୟରେ ଗଣେଶ ନିଜ ର ଚତୁରତାର ଵାଳରେ ନିଜ ପିତା ଶିବ ଓ ମାତା ପାର୍ବତୀଙ୍କ ପରିକ୍ରମା କରିଥିଲେ ।

ପଢନ୍ତୁ ;

ବିବାଦରେ ଫସିଯାଇଛି ‘ଇ ସମୟ’ : ଟ୍ୱିଟ କରି ସମାଲୋଚନା କଲେ ଅଭିନେତ୍ରୀ ଅନୁଷ୍କା

Related posts

ବାରମ୍ବାର ସ୍ଵପ୍ନରେ ସର୍ପ ଦେଖୁଛନ୍ତି ? କେତେବେଳେ ସର୍ପ ଦେଖିଲେ ଶୁଭଫଳ ପ୍ରାପ୍ତି ହୁଏ, ଜାଣି ରଖନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ କାହାରିକୁ ଏହି ସବୁ ଜିନିଷ ଉପହାରରେ ଦିଅନ୍ତୁ ନାହିଁ

ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ