ମହିଳାମାନେ ଉତ୍ତମସ୍ଵାସ୍ଥ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ !

ଅଧିକାଂଶ ମହିଳା ମାନଙ୍କ ଶରୀରରେ ହରମୋନ ଜନିତ ଭିନ୍ନତା ଦେଖାଯାଇଥାଏ। ମହିଳାଙ୍ ମାନଙ୍କର କେବଳ ଶରୀରର ଲକ୍ଷଣରେ ପରିବର୍ତନ ହୋଇଥାଏ ତାହା ନୁହଁ, ତାଙ୍କର ଶରୀରରେ ଖାଦ୍ୟର ଆବଶ୍ୟକତା ମଧ୍ୟ ରହିଥାଏ। ଏହି ସମୟରେ କିଛି ଜରୁରୀ ପୃଷ୍ଟି ପ୍ରଦାନ କରୁଥିବା ଖାଦ୍ୟ ମହିଳା ମାନଙ୍କୁ ବହୁତ ଦରକାର ହୋଇଥାଏ।

ଜାଣିରଖନ୍ତୁ ମହିଳାମାନେ ପ୍ରତିଦିନ ଏହି ୫ଟି ଜିନିଷ ଖାଇବା ଆବଶ୍ୟକ ଅଟେ-

  • ମା’ହେବାକୁ ଯାଉଥିବା ମହିଳା ମାନଙ୍କ ପାଇଁ ଫଲିକ୍ ଏସିଡର ବହୁତ ଦରକାରୀ । ଫଲିକ୍ ଏସିଡର ପରିମାଣ ଯଦି ଶରୀରରେ କମ ହୋଇଥାଏ ତେବେ ଏହା ନ୍ୟୁରାଲ ଟ୍ୟୁବକୁ କ୍ଷତି ପହଂଚାଇଥାଏ, ଏହା ମୁଣ୍ଡ ଉପରେ ପ୍ରଭାବ ପକାଇଥାଏ । ପ୍ରଚୁର ପରିମାଣରେ ଜୁସ୍, ବିନ୍ସ, ଏବଂ କାଜୁ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଫଲିକ୍ ଏସିଡ୍ ମିଳିଥାଏ ।

  • ମହିଳାଙ୍କ ଶରୀର ପାଇଁ ଫାଇବରର ଆବଶ୍ୟକତା ମଧ୍ୟ ରହିଛି । ଫାଇବର କେବଳ ଆପଣଙ୍କ କୋଲେଷ୍ଟ୍ରଲ ଏବଂ ବ୍ଲଡ୍ ସୁଗରକୁ ନିୟନ୍ତ୍ରଣରେ ରଖେ ତାହା ନୁହଁ, ଏହା ହଜମ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଏହାଯୋଗୁଁ ପେଟଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶରୀରେ ଫାଇବରର ମାତ୍ରାକୁ ବଢାଇବାକୁ ହେଲେ ଖାଦ୍ୟରେ ଫଳ, ପନିପରିବା,ବାଜରା, କାଜୁ, ଏବଂ ଚିନାବାଦମର ବ୍ୟବହାର କରିବା ନିହାତି ଜରୁରୀ ଅଟେ।

  • ଶରୀର ପାଇଁ ଭିଟାମିନ୍-ଡିର ଆବଶ୍ୟକତା ବହୁତ ଅଧିକ । ଶରୀରରେ ଠିକ୍ ପରିମାଣରେ ଯଦି ଭିଟାମିନ୍ –ଡି ନାହିଁ ତେବେ ଶରୀର ଠିକ୍ ଭାବରେ କ୍ୟାଲସିୟମକୁ ଗ୍ରହଣ କରିପାରେ ନାହିଁ । ଭିଟାମିନ୍-ଡି ପାଇଁ ମାଛ ଏବଂ କମଳାର ଜୁସ ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ ।

  • ମହିଳା ମାନଙ୍କ ପାଇଁ ଖାଦ୍ୟରେ ଓମେଗା, ଏବଂ ଫ୍ୟାଟି ଏସିଡର ବ୍ୟବହାର ମଧ୍ୟ ବହୁତ ଜରୁରୀ ଅଟେ । ଯେଉଁସବୁ ଖାଦ୍ୟରେ ଓମେଗା ଏବଂ ଫ୍ୟାଟି ଏସିଡ ରହିଛି ସେହିସବୁ ଖାଦ୍ୟକୁ ଆମେ ଦୈ÷ନନ୍ଦିନ ଆମେ ଖାଉଥିବା ଖାଦ୍ୟ ସହିତ ସାମିଲ କରିବା ଉଚିତ୍ । ସାଁଲମନ୍, ମ୍ୟାକରେଲ, ହେରିଙ୍ଗ, ମାଛକୁ ଖାଦ୍ୟରୁ ଓମେଗା ଏବଂ ଫ୍ୟାଟି ଏସିଡ ମିଳିଥାଏ । ଅଖରୋଟରୁ ମଧ୍ୟ ଓମେଗା ଏବଂ ଫ୍ୟାଟି ଏସିଡ ମିଳିଥାଏ ।

  • ଶରୀର ପାଇଁ ଭିଟାମିନ୍-ଡିର ଆବଶ୍ୟକତା ବହୁତ ଅଧିକ । ଶରୀରରେ ଠିକ୍ ପରିମାଣରେ ଯଦି ଭିଟାମିନ୍ –ଡି ନାହିଁ ତେବେ ଶରୀର ଠିକ୍ ଭାବରେ କ୍ୟାଲସିୟମକୁ ଗ୍ରହଣ କରିପାରେ ନାହିଁ । ଭିଟାମିନ୍-ଡି ପାଇଁ ମାଛ ଏବଂ କମଳାର ଜୁସ ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ ।

 

ପଢନ୍ତୁ;

ଆପଣ ପ୍ରତି ଦିନ ନଖ କାମୁଡୁଛନ୍ତି କି ? ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ