ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ପାର୍ବଣ ଋତୁ ଚାଲିଥିବା ବେଳେ ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଅମୁଲ ବ୍ରାଣ୍ଡରେ ବ୍ୟବସାୟ କରୁଥିବା ଗୁଜରାଟ କୋପୋରେଟିଭ ମିଲ୍କି ମାର୍କେଟିଂ ଫେଡରେସନ ଲିଃ କ୍ଷୀରର ଦାମ ବୃଦ୍ଧି କରିଛି।
ପାର୍ବଣ ଋତୁ ଚାଲିଥିବା ବେଳେ ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଅମୁଲ ବ୍ରାଣ୍ଡରେ ବ୍ୟବସାୟ କରୁଥିବା ଗୁଜରାଟ କୋପୋରେଟିଭ ମିଲ୍କି ମାର୍କେଟିଂ ଫେଡରେସନ ଲିଃ କ୍ଷୀରର ଦାମ ବୃଦ୍ଧି କରିଛି। ଅମୁଲ କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଛି। ତେବେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟରେ ଦରବୃଦ୍ଧି ନିୟମ ଲାଗୁ ହେବ ନାହିଁ। ଗୁଜରାଟକୁ ଛାଡ଼ି ବାକି ସବୁ ସ୍ଥାନରେ ବର୍ଦ୍ଧିତ ଦାମ ଦେଇ ଲୋକମାନେ ଅମୁଲ କ୍ଷୀର କିଣିବେ। ବର୍ଦ୍ଧିତ ନିୟମ ଲାଗୁ ହୋଇଥିବାରୁ ଏଣିକି ଲୋକମାନେ ଅମୁଲର ସଂପୂର୍ଣ୍ଣ କ୍ରିମ କ୍ଷୀର ଲିଟର ପିଛା ୬୧ ଟଙ୍କା ବଦଳରେ ୬୩ ଟଙ୍କାରେ କିଣିବି। ଏହାର ଅର୍ଥ ସାଧାରଣ ଲୋକଙ୍କ ପକେଟକୁ ଏହା ନିଶ୍ଚିତ ବାଧିବ। ଏହାବାଦ ଅମୁଲ ଅମୁଲ ତା’ର ଗୋଲ୍ଡ ଓ ମଇଁଷି କ୍ଷୀରର ଦାମ ମଧ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି।
ଗୁଜରାଟ କୋପୋରେଟିଭ ମିଲ୍କି ମାର୍କେଟିଂ ଫେଡରେସନ ଲିଃର ଏମଡି ଆରଏସ୍ ଶୋଧି କହିଛନ୍ତି, “ ଅମୁଲ ତା’ର କ୍ରିମ କ୍ଷୀର, ଗୋଲ୍ଡ ଓ ମଇଁଷି କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ଲେଖାଏ ବଢ଼ାଇଛି।”କ୍ଷୀର ଉତ୍ପାଦନ ପାଇଁ ଆବଶ୍ୟକ ବିଭିନ୍ନ କଞ୍ଚା ମାଲ ଓ ଗୋ-ଖାଦ୍ୟ ଦାମ ବୃଦ୍ଧି ପାଇଛି। ଏଥିପାଇଁ କମ୍ପାନୀ ବାଧ୍ୟ ହୋଇ ଦର ବୃଦ୍ଧି କରିଛି। ଏହାପୂର୍ବରୁ ଅଗଷ୍ଟ ମାସାରେ ଅମୁଲ ତା’ର ଗୋଲ୍ଡ, ଶକ୍ତି ଓ ତାଜା କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ଲେଖାଏ ବଢ଼ାଇଥିଲା।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।