ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମହଙ୍ଗା ହେଲା ଅମୂଲ କ୍ଷୀରର ଦାମ । ଲିଟର ପିଛା ୨ ଟଙ୍କା ବୃଦ୍ଧି କଲା ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡରେସନ (GCMMF) ଅମୂଲ ବ୍ରାଣ୍ଡ ।
ମହଙ୍ଗା ହେଲା ଅମୂଲ କ୍ଷୀରର ଦାମ । ଲିଟର ପିଛା ୨ ଟଙ୍କା ବୃଦ୍ଧି କଲା ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡରେସନ (GCMMF) ଅମୂଲ ବ୍ରାଣ୍ଡ । ବଜାରରେ ମିଳୁଥିବା ଅମୂଲ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି । ଆଜିଠାରୁ ସମଗ୍ର ଦେଶରେ ଏହି ନୂଆ ଦରଦାମ ଲାଗୁ କରାଯାଇଛି । ଗୁଜୁରାଟର ଅହମ୍ମଦାବାଦ ଏବଂ ସୌରାଷ୍ଟ୍ର ବଜାରରେ ଅମୂଲ ଗୋଲ୍ଡର ଦାମ ୫୦୦ ମିଲି ପିଛା ୩୦ ଟଙ୍କା, ଅମୂଲ ତାଜା ୫୦୦ ମିଲି ପିଛା ୨୪ ଟଙ୍କା ଓ ଅମୁଲ ଶକ୍ତି ୫୦୦ ମିଲି ପିଛା ୨୭ ଟଙ୍କା ରହିଛି । ତେବେ ଏହା ପୂର୍ବରୁ ୨୦୨୧ ଜୁଲାଇ ମାସରେ ଅମୂଲ କ୍ଷୀର ଦାମ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଥିଲା GCMMF ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।