• Home
  • News
  • ଛତିଶଗଡ଼ର ରାଜ୍ୟପାଳ ହେଲେ ଆନନ୍ଦିବେନ ପଟେଲ
News

ଛତିଶଗଡ଼ର ରାଜ୍ୟପାଳ ହେଲେ ଆନନ୍ଦିବେନ ପଟେଲ

ଛତିଶଗଡର  ରାଜ୍ୟପାଳ ବଳରାମ ଦାସ ଟଣ୍ଡନଙ୍କ ମୃତ୍ୟୁ ପରେ ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି। ଆନନ୍ଦିବେନ ପଟେଲ  ଗତକାଲି ମଧ୍ୟାହ୍ନରେ ଛତିଶଗଡର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସ୍ଥାୟୀ ରାଜ୍ୟପାଳ ନିଯୁକ୍ତ ନ ହେବା ଯାଏ ଆନନ୍ଦିବେନ ଏହି ଦାୟିତ୍ୱ ତୁଲାଇବେ।

ସୂଚନାଯୋଗ୍ୟ, ମଙ୍ଗଳବାର ବଳରାମଜୀଙ୍କ ହୃଦ୍‌ଘାତରେ ପରଲୋକ ହୋଇଥିଲା। ରାୟପୁରସ୍ଥିତ ବି ଆର୍‌ ଆମ୍ବେଡକର ସରକାରୀ ହସ୍ପିଟାଲରେ ସେ ଚିରଦିନ ଲାଗି ଆଖି ବୁଜିଥିଲେ।

patel ଛତିଶଗଡ଼ର ଛତିଶଗଡ଼ର ରାଜ୍ୟପାଳ ହେଲେ ଆନନ୍ଦିବେନ ପଟେଲ patel

ପଢନ୍ତୁ;ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

Related posts

୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ

Krishna Kumar Manoj

କେନ୍ଦ୍ର ସରକାର ଦେଲେ ଅନୁମତି ,ଏବେ ୭୦ କିଲୋମିଟର ବେଗରେ ଚଳାଇ ପାରିବେ ଗାଡ଼ି

Krishna Kumar Manoj

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) କର୍ମଚାରୀଙ୍କ ସଂଖ୍ୟା ହ୍ରାସ, ଆହୁରି ଅଧିକ ହ୍ରାସ ପାଇପାରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More